-
noun ଯୋଗ କ୍ରିୟାର ଅଷ୍ଟ ପ୍ରକାରଭେଦ
Ex. ଯମ, ନିୟମ,ଆସନ,ପ୍ରାଣାୟମ,ପ୍ରତ୍ୟାହାର,ଧାରଣା,ଧ୍ୟାନ ଏବଂ ସମାଧି ଏସବୁ ଅଷ୍ଟାଙ୍ଗ ମାର୍ଗ
-
noun ଆୟୁର୍ବେଦର ଅଷ୍ଟ ବିଭାଗ
Ex. ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା
-
noun ଶରୀରର ଆଠ ଅଙ୍ଗ
Ex. ପାଦ,ଜାନୁ,ହାତ,ଛାତି,ମୁଣ୍ଡ,ବଚନ, ଦୃଷ୍ଟି ଏବଂ ବୁଦ୍ଧି ଏସବୁ ଅଷ୍ଟାଙ୍ଗ,ଏମାନଙ୍କଦ୍ୱାରା ପ୍ରଣାମ କରିବାର ବିଧାନ ରହିଛି
-
noun ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ
Ex. ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ
Site Search
Input language: