Dictionaries | References ଅ ଅହଂକାର Script: Odia Meaning Related Words ଅହଂକାର ori.wordnet.indo | Oriya Oriya Rate this meaning Thank you! 👍 noun ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ Ex. ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun) SYNONYM:ଗର୍ବ ଦର୍ପ ଦମ୍ଭ ଦମ୍ଭପୂର୍ଣ୍ଣତା ଦର୍ପପୂର୍ଣ୍ଣତାWordnet:asmদাম্ভিকতা bdगोग्गाथि gujદંભિત્વ hinदर्पिता kanಅಹಂಕಾರ kasتَکبُر kokमस्तेपण malഅഹങ്കാരം mniꯆꯥꯎꯊꯣꯛꯄ nepदर्पिता panਹੰਕਾਰ sanदर्पता tamதற்பெருமை telగర్వం urdانانیت , گھمنڈپن noun ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ Ex. ଅହଂକାର ମଣିଷକୁ ନେଇ ଡୁବାଇ ଦିଏ / କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ ! HYPONYMY:ଅହଂକାର ସ୍ୱାଭିମାନ ଅହମିକା ONTOLOGY:मनोवैज्ञानिक लक्षण (Psychological Feature) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଦାମ୍ଭିକତା ଔଦ୍ଧତ୍ୟ ଧୃଷ୍ଟତା ଗର୍ବ ଅହଂଭାବ ଅହମିକା ଦର୍ପ ହାମବଡ଼ାପଣWordnet:asmঅহংকাৰ bdअहंखार साननाय benঅহংকার gujઅહંકાર hinअहंकार kanಗರ್ವ kasتَکبٕر kokगर्व malഅഹങ്കാരം marअहंकार mniꯅꯥꯄꯜ nepअहङ्कार panਹੰਕਾਰ sanअहङ्कारः urdتکبر , فخر , گھمنڈ , غرور , شیخی , اکڑ , اینٹھن , گمان , شان noun ନିଜର ଗୁଣ ଓ ବିଶେଷତାକୁ ନେଇ ଭାବନା ଯାହା ବାସ୍ତବରେ ନିଜଠାରେ ନଥିବ ଅଥବା ଅଳ୍ପ ଥିବ କିମ୍ବା ନିଜର ଯୋଗ୍ୟତା ସମ୍ବନ୍ଧରେ ଆବଶ୍ୟକତା ଠରୁ ଯାହା ଅଧିକ ଅତିରଞ୍ଜିତ ହୋଇଥିବ Ex. ଅହଂକାର ମଧ୍ୟ ଗୋଟିଏ ଦୋଷ ONTOLOGY:मानसिक अवस्था (Mental State) ➜ अवस्था (State) ➜ संज्ञा (Noun)Wordnet:kokअवलेप See : ଫୁଟାଣି, ବଡ଼ାଇ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP