Dictionaries | References ଉ ଉଦ୍ଦେଶ୍ୟ Script: Odia Meaning Related Words ଉଦ୍ଦେଶ୍ୟ ori.wordnet.indo | Oriya Oriya Rate this meaning Thank you! 👍 noun ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ Ex. ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? / ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ HYPONYMY:ସ୍ୱାର୍ଥ ପୁରୁଷାର୍ଥ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ମତଲବ୍ ଅଭିପ୍ରାୟ ପ୍ରୟୋଜନ ଲକ୍ଷ ଆବଶ୍ୟକତାWordnet:asmউদ্দেশ্য bdथांखि benউদ্দেশ্য gujઉદ્દેશ્ય hinउद्देश्य kasمقصد kokहेत marप्रयोजन mniꯄꯥꯟꯗꯝ nepउद्देश्य panਉਦੇਸ਼ sanउद्देश्यः tamஇலட்சியம் telఅభిప్రాయం urdمقصد , مطلب , مدعا , منشا , مراد , ارادہ , مشن , نیت noun ବ୍ୟାକରଣରେ ଯାହା ବିଷୟରେ କିଛି କୁହାଯାଏ Ex. ରାମ ଜଣେ ଭଲ ପିଲା, ଏଥିରେ ରାମ ଉଦ୍ଦେଶ୍ୟ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kasاۄبجٮ۪کٹ kokउद्देश्य sanउद्देश्य See : ସ୍ୱାର୍ଥ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP