ସଫା କରାଯାଇ ନ ଥିବା ଚିନି
Ex. ଗ୍ରାମୀଣ କ୍ଷେତ୍ରରେ ଆଖୁଶାଳରେ ଖଣ୍ଡ ତିଆରି କରାଯାଏ
HOLO STUFF OBJECT:
ଖଣ୍ଡସାର
HYPONYMY:
ତମରାଜ ରଙ୍ଗଶାକର ଅସାଢ଼ା
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benখাঁড় চিনি
hinखाँड़
kanಕಾಕಂಬಿ
kasکَھنٛڈ , بُرٕ
kokखांडसरी
malശർക്കര
marखांड
panਕੱਚੀ ਸ਼ੱਕਰ
sanखण्डशर्करा
tamசர்க்கரை ஆலை
telపటికబెల్లం
urdکھانڈ , شکر سفید
ଫଳର କଟା କିମ୍ବା ଚିରା ହୋଇଥିବା ଅଂଶ
Ex. ସେ ସେଓକୁ ଚାରିଖଣ୍ଡ କଲ
HOLO MEMBER COLLECTION:
ଆମ୍ବୁଲ
HYPONYMY:
ରସୁଣକୋଲା ଖଣ୍ଡ ଆମଚୂର
ONTOLOGY:
भाग (Part of) ➜ संज्ञा (Noun)
Wordnet:
bdलेमनाय थुख्रा
gujચીરી
hinकतरा
kanತುಂಡು
kasٹُکرٕ , حصہٕ
malകഷ്ണം
marफोड
mniꯃꯁꯨꯡ
panਟੁਕੜਾ
telభాగం
urdٹکڑا , حصہ , پھانک
କିଛି ଖାଦ୍ୟ ପଦାର୍ଥର ପ୍ରତ୍ୟେକ ଛୋଟ ଖଣ୍ଡ
Ex. ସେ ମିଶ୍ରି ଖଣ୍ଡେ ପାଟିରେ ପକେଇ ପାଣି ପିଇଲା
ONTOLOGY:
भाग (Part of) ➜ संज्ञा (Noun)
Wordnet:
kanಮಿಶ್ರಮಾಡಿದ ಪದಾರ್ಥ
kasٹُکرٕ , حِصہٕ
malകഷണം
panਡਲੀ
telచిన్నముక్క
urdڈلی , ڈلا
କୌଣସି ବିଶେଷ ପ୍ରକାରର ଗଛଗୁଡ଼ିକର ଗୋଲ ଏବଂ ଟାଣ ଉପଯୋଗୀ ଅଂଶ ଯାହା ମାଟି ତଳେ ଫଳିଥାଏ
Ex. ସେ ତରକାରୀରେ ପକାଇବାପାଇଁ ହଳଦୀ ଖଣ୍ଡ ଚୂନାକଲେ
ONTOLOGY:
भाग (Part of) ➜ संज्ञा (Noun)
କେବଳ ରାବ ଗୁଡ଼ରେ ତିଆରି ବସ୍ତୁ
Ex. ଶାକର, ନବାତଆଦି ଖଣ୍ଡ ପଦାର୍ଥ
ONTOLOGY:
जातिवाचक संज्ञा (Common Noun) ➜ संज्ञा (Noun)
Wordnet:
benখণ্ডক
gujખાંડવ
kanಸಿಹಿ ತಿನಿಸು
kokसाकरयुक्त
malസുഗന്ധ ദ്രവ്യം
marसाखरेचे खाद्य
tamகற்கண்டு
telబెరడు
urdکھنڈک
ଚାରିକୋଣିଆ ବା ଗୋଲ କଟା ହୋଇଥିବା ଛୋଟ ଖଣ୍ଡ
Ex. ମାନସୀ ଭାତ ସାଙ୍ଗରେ ଝୋଳ ସହିତ ଦୁଇ ଖଣ୍ଡ ଆଳୁ ପରଷିଲା
ONTOLOGY:
भाग (Part of) ➜ संज्ञा (Noun)
Wordnet:
tamசிறு உருண்டை
telచిప్స్
କୌଣସି ବସ୍ତୁର ଦୃଢ଼ ଖଣ୍ଡ
Ex. ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରି/ଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
ONTOLOGY:
भाग (Part of) ➜ संज्ञा (Noun)
Wordnet:
benখণ্ড
gujખંડ
hinखंड
mniꯃꯆꯦꯠ
telముక్కలు
urdچٹان , سل , ٹکڑا