Dictionaries | References

ଧର୍ମ

   
Script: Odia

ଧର୍ମ

ori.wordnet.indo | Oriya  Oriya |   | 
 noun  ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ   Ex. ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
HYPONYMY:
ଇସଲାମ୍‌ ଧର୍ମ ଜୈନଧର୍ମ ଅନ୍ୟଧର୍ମ ପାରସୀ ଧର୍ମ ଇହୁଦୀ ଧର୍ମ ଖ୍ରୀଷ୍ଟ ଧର୍ମ ଦୀନ-ଇଲାହୀ ବୌଦ୍ଧ ଧର୍ମ ଶିଖ ଧର୍ମ ହିନ୍ଦୁ ଧର୍ମ ଚର୍ଚ୍ଚ
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ଧରମ ବିଶ୍ୱାସ
Wordnet:
asmধর্ম
bdधोरोम
gujધર્મ
hinधर्म
kanಧರ್ಮ
kasمَزہب
kokधर्म
malമതം
marधर्म
mniꯂꯥꯏꯅꯤꯡ
nepधर्म
panਧਰਮ
tamமதம்
telమతం
urdمذہب , دين , دهرم
 noun  ସ୍ୱର୍ଗ ଆଦି ଶୁଭଫଳ ଦେଉଥିବା କାର୍ଯ୍ୟ   Ex. ଦୀନଦୁଃଖୀମାନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ
HOLO MEMBER COLLECTION:
ତ୍ରିବର୍ଗ
HYPONYMY:
ଉପକାର ଅହିଂସା
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପୁଣ୍ୟ
Wordnet:
asmধর্ম
bdधोरोम
benধর্ম
gujધર્મ
hinधर्म
kanಧರ್ಮ
kasثواب
kokपुण्य
malധര്മ്മം
marधर्म
mniꯑꯐꯕ꯭ꯂꯤꯆꯠ
nepधर्म
panਧਰਮ
sanधर्मः
tamதர்மம்
urdمذہبی کام , نیک کام , نیکی کا کام , خیر کا کام , بھلائی کاکام ,
 noun  କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର   Ex. ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ
HYPONYMY:
ପାତିବ୍ରତ୍ୟ ଶାରୀରିକ ଧର୍ମ କ୍ଷତ୍ରୀୟ ଧର୍ମ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କର୍ତ୍ତବ୍ୟ
Wordnet:
asmধর্ম
bdधोरोम
kasفَرٕض
kokकर्तव्य
mniDꯔꯃ
panਧਰਮ
telకర్తవ్యము
 noun  ଯେଉଁ ସମାଜ ବା ଗୋଷ୍ଠୀ ଦୈବିକ ଶକ୍ତିରେ ନିଜର ବିଶ୍ୱାସ ଦର୍ଶାଇଥାଏ ବା ଯେ ଦୈବିକ ଶକ୍ତିରେ ବିଶ୍ୱାସ କରିଥାଏ   Ex. ମହମ୍ମଦ ସାହେବ ମୁସଲିମ୍‌ ଧର୍ମ ସ୍ଥାପନ କରିଥିଲେ
ONTOLOGY:
समूह (Group)संज्ञा (Noun)
SYNONYM:
ଧରମ
Wordnet:
benধর্ম
gujધર્મ
hinधर्म
kanಧರ್ಮ
mniꯂꯥꯏꯅꯤꯡ
sanधर्मः
tamமதம்
urdمذہب , دین
 noun  ଅଳଙ୍କାର ଶାସ୍ତ୍ରରେ ଯେଉଁ ଗୁଣ ବା ବୃତ୍ତି ଉପମେୟ ଏବଂ ଉପମାନ ଉଭୟରେ ସମାନ ରୂପରେ ବିଦ୍ୟମାନ ଥାଏ ଏବଂ ଯାହାର ଆଧାରରେ ଏକ ବସ୍ତୁର ଉପମା ଅନ୍ୟ ବସ୍ତୁଦ୍ବାରା ଦିଆଯାଏ   Ex. ତେଜସ୍ବୀ ବ୍ୟକ୍ତି ଏବଂ ସୂର୍ଯ୍ୟ ଉଭୟଙ୍କର ଧର୍ମ ପ୍ରଖରତା ରହିଛି୤
ONTOLOGY:
गुण (Quality)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdدھرم

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP