Dictionaries | References

ଧାତୁ

   
Script: Odia

ଧାତୁ

ori.wordnet.indo | Oriya  Oriya |   | 
 noun  ସେହି ଅସ୍ୱଚ୍ଛ ଚମକୁଥିବା ଖଣିଜ ପଦାର୍ଥ ଯେଉଁଥିରୁ ବାସନକୁସନ, ତାର, ଗହଣା, ଶସ୍ତ୍ରଆଦି ତିଆରିହୁଏ   Ex. ସୁନା ଏକ ମୂଲ୍ୟବାନ ଧାତୁ
HOLO PORTION MASS:
ଧାତୁ ଘଟ ଗଡ଼ୁ
HOLO STUFF OBJECT:
ଛଡ଼ ଧାତୁମୂର୍ତ୍ତି ମୁଦ୍ରା ତସଲା ଜିଭଛେଲା ଫାର୍ସା ଗୁଆକାତି କଇଁଚି ଘଣ୍ଟା ଧାତୁ ପାତ ପଦକ ଜରିବ ଜଞ୍ଜିର ଶିକୁଳୀ ଗରା ବଡ଼ ପରାତ ତାୱା ବାଦ୍ୟତାର ତାଟକ ନଳ ନଳୀ ବାଲ୍ଟି ଆଙ୍କୁଶା ତ୍ରିଶୂଳ ଛୁଞ୍ଚି ପତ୍ର ପେଚକଣ୍ଟା ସୁନାଖିଲ ବଳା କଡ଼ି ପାତ ମହାବୀର ଚକ୍ର ଦିଅଁ ଗାଧୁଆ ଥାଳି ଶେକଲ ସ୍ପ୍ରିଙ୍ଗ୍ ଆଗୁଆ ଶିରସ୍ତ୍ରାଣ
HYPONYMY:
ଲୁହା କଞ୍ଚାଧାତୁ ବହୁମୂଲ୍ୟ ଧାତୁ ପାରା ମିଶ୍ର ଧାତୁ ସୀସା ବ୍ରୋଞ୍ଜଧାତୁ ଅଭ୍ରକ ଦସ୍ତା ତମ୍ବା ପିତ୍ତଳ ଶଂଖୁଆ ସଂଗସୁରମା କୋବାଲ୍ଟ ଗିଲଟ ଏଲୁମିନିୟମ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
asmধাতু
bdधातु
gujધાતુ
hinधातु
kanಲೋಹ
kokधातू
malധാതു
marधातू
mniDꯥꯇꯨ
nepधातु
panਧਾਤ
tamஉலோகம்
telధాతువు
urdدھات , معدن
 noun  ବୈଦ୍ୟମାନଙ୍କ ଅନୁସାରେ ଶରୀର ନିର୍ମାଣରେ ସହାୟତା କରୁଥିବା ସାତଟି ଅନ୍ତଃତତ୍ତ୍ୱ ବା ପଦାର୍ଥ   Ex. ଆମ ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଓ ଶୁକ୍ର - ଏଭଳି ସାତଟି ଧାତୁ ରହିଛି
HYPONYMY:
ରସ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
Wordnet:
benধাতু
kanಧಾತು
kasدھات
mniꯃꯆꯟ
panਧਾਤੁ
telధాతువులు
urdدھات
 noun  କ୍ରିୟାର ମୂଳ ରୂପ   Ex. ସଂସ୍କୃତରେ ଭୂ, କୃ ଇତ୍ୟାଦି ଧାତୁ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
bdथरजा
kasموٗلہٕ لفٕظ
mniꯔꯨꯠ
sanधातुः
telధాతు
   See : ବୀର୍ଯ୍ୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP