noun ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
Ex.
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ HYPONYMY:
ଦଇବ ବିଧାନ ସିଦ୍ଧାନ୍ତ ବ୍ୟବସ୍ଥା ସମ୍ବିଧାନ ଦଣ୍ଡବିଧାନ ଅଧିନିୟମ ଉପବିଧି ଅର୍ଥବ୍ୟବସ୍ଥା ଆୟୁଧ-ବିଧାନ ଶିକ୍ଷା ଅଧିକାର ଆଇନ
ONTOLOGY:
ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଆଇନ କାନୁନ ବିଧି ବିଧାନ
Wordnet:
asmআইন
bdआयेन
benআইন
gujકાયદો
hinकानून
kanಕಾನೂನು
kasقونوٗن
kokकायदो
malനിയമം
marकायदा
mniꯋꯥꯌꯦꯜ꯭ꯀꯥꯡꯂꯣꯟ
nepकानुन
panਕਾਨੂੰਨ
tamசட்டம்
telచట్టం
urdقانون , دستور , آئین
noun କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
Ex.
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ HYPONYMY:
ନିୟମ ଅଧିନିୟମ ଅନୁପୟଶ ବିନିୟମ ଲୋପ
ONTOLOGY:
संकल्पना (concept) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kanನಿಯಮ
kasقونوٗن
kokनेम
marनियम
nepनियम
tamவழிமுறை
urdاصول , قانون
noun ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
Ex.
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
SYNONYM:
ଧାରା ଶୃଙ୍ଖଳା ପରମ୍ପରା ଚଳଣି
noun କୌଣସି କାର୍ଯ୍ୟକରିବା ନେଇ ନିର୍ଦ୍ଧାରିତ ନିର୍ଦେଶ
Ex.
ପ୍ରୋଟକଲ୍ ଏକ ପ୍ରକାରର ନିୟମ HYPONYMY:
ଏଚ୍ଟୀଏମଏଲ ପ୍ରୋଟକଲ୍
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benপ্রোটোকল
gujનિયમ
hinनियम
kasروٗل , قونوٗن
kokनेम
panਨਿਯਮ
sanनियमः
See : ସିଦ୍ଧାନ୍ତ, ବ୍ୟବସ୍ଥା, ପରମ୍ପରା