Dictionaries | References ନ ନୀଳ Script: Odia Meaning Related Words ନୀଳ ori.wordnet.indo | Oriya Oriya Rate this meaning Thank you! 👍 noun ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର Ex. ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)Wordnet:gujનીલ hinनील kanನೀಲ kokनील malനീലന് marनील tamநீலன் telనీలుడు urdنِیل adjective ନୀଳ ରଙ୍ଗର Ex. ନୀଳ ଆକାଶ ସ୍ୱଚ୍ଛ ଏବଂ ସୁନ୍ଦର ଲାଗୁଛି MODIFIES NOUN:ବସ୍ତୁ ONTOLOGY:रंगसूचक (colour) ➜ विवरणात्मक (Descriptive) ➜ विशेषण (Adjective) SYNONYM:ନେଳିଆWordnet:asmনীলা bdनिला hinनीला kanನೀಲ kasنیوٗل kokनिळें malനീല mniꯁꯪꯕꯥꯟꯅꯕ nepनीलो sanनील telనీలము urdنیلا , نیلگوں noun ନୀଳ ନାମକ ଛୋଟ ଗଛରୁ ବାହାରୁଥିବା ନୀଳରଙ୍ଗ Ex. ସେ ନୀଳ ଲାଗିଥିବା କୁର୍ତ୍ତା ପାଇଜାମା ପିନ୍ଧିଥିଲେ HOLO COMPONENT OBJECT:ନୀଳ ONTOLOGY:वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kasنیٖل malനീലം nepनीर sanनीलपत्त्री tamநீலம் telనీలి మందు చెట్టు noun ଯେଉଁ ଗଛରୁ ନୀଳ ମିଳେ Ex. ଏଠାରେ ନୀଳ କ୍ଷେତ ହୋଇଛି MERO COMPONENT OBJECT:ନୀଳ ONTOLOGY:झाड़ी (Shrub) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)Wordnet:gujગળી hinनील kanನೀಲಮರ malനീല അമരി marनीळ tamஅவுரிச்செடி telనీలిచెట్టు urdنیل , نکھالو , ریوا , مہابلا , میگھ ورشا noun ଶହେ ଖର୍ବର ସଂଖ୍ୟା Ex. ଆଜିକାଲିର ପିଲାଙ୍କୁ ନୀଳ ଆଦି ବିଷୟରେ ପଢ଼ାଯାଉନାହିଁ ONTOLOGY:समूह (Group) ➜ संज्ञा (Noun)Wordnet:benদশহাজার বিলিয়ন hinनील kasکھربن kokपद्म malനൂറ്ബില്യണ് nepनील tamபத்துகோடி telపదిలక్షలకోట్లు urdنیل , ۱۰۰۰۰۰۰۰۰۰۰۰۰۰ , 10000000000000 adjective ଶହେ ଖର୍ବ Ex. ଆକାଶରେ ପ୍ରାୟ ଏକ ନୀଳରୁ ଅଧିକ ତାରା ରହିଛି MODIFIES NOUN:ତତ୍ତ୍ୱ ଅବସ୍ଥା ପ୍ରକ୍ରିୟା ONTOLOGY:संख्यासूचक (Numeral) ➜ विवरणात्मक (Descriptive) ➜ विशेषण (Adjective)Wordnet:gujનીલ kanಹತ್ತು ಸಾವಿರ ಶತಕೋಟಿ kasداہ کَھرَب , ۱٠٠٠٠٠٠٠٠٠٠٠٠٠ٹیٚن ٹرٛلِیَن kokनिखर्व malആയിരം കോടി mniꯃꯤꯂꯤꯌꯟ꯭ꯂꯤꯁꯤꯡ ꯂꯤꯁꯤꯡ panਨੀਲ telవంద పదివేల కోట్లు urdنیل , ۱۰۰۰۰۰۰۰۰۰۰۰۰۰ noun ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକ ସ୍ଥାନରୁ ଗଣିଲେ ଚତୁର୍ଦ୍ଦଶ ସ୍ଥାନ ଯେଉଁଠି ନୀଳ ଗୁଣିତ ହେବାଭଳି ବୋଧ ହୁଏ Ex. ଚାରି ନୀଳ ପାଞ୍ଚରେ ନୀଳ ସ୍ଥାନରେ ଚାରି ଅଛି ONTOLOGY:स्थान (Place) ➜ निर्जीव (Inanimate) ➜ संज्ञा (Noun)Wordnet:marनिखर्व tamநீல் urdنیل noun ଏକ ବର୍ଣ୍ଣବୃତ୍ତ Ex. ନୀଳର ପ୍ରତ୍ୟେକ ଚରଣରେ ଷୋହଳଟି ବର୍ଣ୍ଣ ଥାଏ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)noun ଏକ ନାଗ Ex. ନୀଳଙ୍କ ବର୍ଣ୍ଣନା ପୁରାଣରେ ମିଳେ ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)noun ରାଜା ଅଜମୀଢଙ୍କ ଜଣେ ପୁତ୍ର Ex. ନୀଳନୀଙ୍କ ଗର୍ଭରୁ ନୀଳ ଜନ୍ମ ହୋଇଥିଲେ ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)Wordnet:sanनीलः See : ନୀଳରଙ୍ଗ, ନେଳିଆ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP