Dictionaries | References ବ ବଦଳିଆ Script: Odia Meaning Related Words ବଦଳିଆ ori.wordnet.indo | Oriya Oriya Rate this meaning Thank you! 👍 noun କାହାର ଅଧୀନରେ ରହି ଅଥବା କାହାର ସ୍ଥାନରେ ତା ତରଫରୁ କାମକରିବା ଲୋକ Ex. ରାମ ଛୁଟିରେ ଯିବା ପୂର୍ବରୁ ନିଜ ବଦଳିଆ ନିଯୁକ୍ତ କରିଦେଇଛି ONTOLOGY:व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ପ୍ରତିନିଧି ପ୍ରତିପୁରୁଷWordnet:asmপ্রতিপুৰুষ bdबदलहोग्रा gujપ્રતિપુરુષ hinप्रतिपुरुष kanಕೆಲಸದವನು kasبیاکھ نَفَر kokप्रतिपुरूश malപ്രതിപുരുഷന് mniꯀꯅꯥꯒꯨꯝꯕꯒꯤ꯭ꯃꯍꯨꯠꯁꯤꯟꯕ꯭ꯃꯤ nepप्रतिपुरुष tamமாற்று ஆள் telప్రత్యామ్నాయ వ్యక్తి urdقائم مقام , نائب , جانشین , گماشتہ noun ଯେଉଁ ରୀତିରେ କୃଷକ ଆବଶ୍ୟକତା ପଡ଼ିବାରୁ ଅନ୍ୟର ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ କାମ କରାଇ ନେଇଥାଏ Ex. ଗରିବ କୃଷକ ବଦଳିଆ କରି ମଜୁରି ବଞ୍ଚେଇଥାଏ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benপাল্টি gujસૂંઢલ hinरमैती malരമേതി panਭਾਈਵਾਲੀ tamவேலை வாங்கிக் கொண்டு அதற்கு பதிலாக வேலை செய்யும் முறை telసహకారపద్ధతి noun ଯେଉଁ ଦିନ ଜଣେ କୃଷକ ଆବଶ୍ୟକ ପଡ଼ିବାରୁ ଅନ୍ୟ ବିଲରେ କାମ କରେ ଏବଂ ତା ବଦଳରେ ସେ ମଧ୍ୟ ନିଜ କାମ କରାଇନିଏ Ex. କାଲି ବଦଳିଆ ଥିଲା ସେଥିପାଇଁ ଆପଣଙ୍କୁ ଭେଟି ପାରିଲିନାହିଁ ONTOLOGY:अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benপাল্টির দিন telసహకారదినం urdرمیتی Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP