noun ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
Ex.
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି / ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି HYPONYMY:
ବ୍ୟାକରଣିକ ଭେଦ ସପ୍ତକ ଜୋଡ଼ି ପ୍ରକାର ବର୍ଗ ସଂକର ଜାତି ଅଷ୍ଟଛାପ ଅପସରା ବଚନ ଲିଙ୍ଗ ଜାତି ସଂସାର ଅର୍ଥଗତ ଭୂମିକା ଫଣ୍ଟ ଭିଟାମିନ ବି ଭିଟାମିନ ଡି ଶୁକ୍ଳାଜାତି ଦୁବେ ତ୍ରିପାଠୀ ସଂଘ ଉପାଧ୍ୟାୟ ପାଣ୍ଡେୟ ଜୈବବର୍ଗ ପୂର୍ବ ଖଟିଖିଆ ଲୋକ ଗ୍ରାହକସବୁ ସର୍ବୋତ୍ତମ ମୂଲ୍ୟ-ସୂଚୀ ପଞ୍ଚମୁଦ୍ରା ପଞ୍ଚଶୀଳ ଦେଶାଇ ତ୍ରିଜାତକ ଗଣ ଦଶନାମୀ ଭାଷା - ପରିବାର ଅବର୍ଗ ଅସାମ୍ବିଧାନିକ ଗୋଷ୍ଠୀ ଆଗ୍ନେୟ ଭାଷା ଗୋଷ୍ଠୀ ଅନ୍ଧିକା ମାତ୍ରିକ ଗଣ ଦୁର୍ବିପାକ ଉଗ୍ର ସେଟ୍ ମଧ୍ୟମବର୍ଗ ପ୍ରେସ୍ ସଂଚାଳକ-ମଣ୍ଡଳ ନକ୍ଷତ୍ରପୁଞ୍ଜ ପରିବାର
ONTOLOGY:
समूह (Group) ➜ संज्ञा (Noun)
SYNONYM:
ଶ୍ରେଣୀ ସମୂହ ସମୁଦାୟ
Wordnet:
asmশ্রেণী
bdबाहागो
benবর্গ
gujવર્ગ
hinवर्ग
kanವರ್ಗ
kasحِصہٕ , جَمٲژ , طبقہٕ
kokवर्ग
marवर्ग
mniꯀꯥꯡꯂꯨꯞ
nepवर्ग
panਵਰਗ
sanवर्ग
tamவர்க்கம்
telవర్గం
urdطبقہ , درجہ , فرقہ , گروہ , جماعت
noun କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ
Ex.
ସାତର ବର୍ଗ ଅଣଞ୍ଚାଶ ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
malവര്ഗ്ഗം
telవర్గం
urdمربع , اسکوایر
noun ଯେଊଁ ଆକୃତିରେ ଲମ୍ବ, ଚଉଡ଼ା ଓ ଚାରିକୋଣ ସମାନ ହୋଇଥାଏ
Ex.
ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ ONTOLOGY:
संकल्पना (concept) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
bdबर्ग
benসেন্টিমিটার
kasچورَس
kokचौकोन
marचौरस
mniꯄꯥꯛ ꯆꯥꯎꯕ꯭ꯃꯐꯝ
urdمربع , چوکور
noun ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ
Ex.
ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ HYPONYMY:
ଚ ବର୍ଗ ଟବର୍ଗ କବର୍ଗ ତବର୍ଗ ପବର୍ଗ
MERO MEMBER COLLECTION:
ବ୍ୟଞ୍ଜନବର୍ଣ୍ଣ
ONTOLOGY:
समूह (Group) ➜ संज्ञा (Noun)
Wordnet:
kanವರ್ಗ
mniꯈꯣꯟꯊꯣꯛ꯭ꯃꯥꯟꯅꯕ꯭ꯀꯥꯡꯂꯨꯞ
tamஎழுத்துக்களின் வகுப்பு
urdدرجہ
noun ଯାହା ପ୍ରାୟ ବର୍ଗ ଆକାରର
Ex.
ଅଧ୍ୟାପକ ଛାତ୍ରମାନଙ୍କୁ କାଚନିର୍ମିତ ଏକ ବର୍ଗ ଦେଖାଇଲେ Wordnet:
benঘনক
marचौरसाकृती वस्तू
urdمربع
noun ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି
Ex.
ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ HYPONYMY:
ପ୍ରକାର ଉପଜାତି ବଂଶ ବର୍ଗ ଜାତି
ONTOLOGY:
समूह (Group) ➜ संज्ञा (Noun)
SYNONYM:
ଜୀବ ବର୍ଗୀକରଣାତ୍ମ୍କ ବର୍ଗ ଟେକ୍ସୋନୋମିକ ଗ୍ରୁପ
Wordnet:
benবর্গীকরণ ভিত্তিক বর্গ
gujવર્ગીકૃત
hinवर्गिकी
kokवर्गिकी
panਵਰਗਕ
urdہم جنس , یک جنس , ہم تجنیس , ٹیکسون
noun (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ
Ex.
କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ? ONTOLOGY:
समूह (Group) ➜ संज्ञा (Noun)
See : ସମାଜ, ଶ୍ରେଣୀ, ସମାଜ