Dictionaries | References

ଭାଗ

   
Script: Odia

ଭାଗ

ori.wordnet.indo | Oriya  Oriya |   | 
 noun  କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ   Ex. ସେ ମୋ ଭାଗ ମଧ୍ୟ ଖାଇଗଲା / ସେଥିରେ ମୋର ମଧ୍ୟ ଭାଗ ଅଛି
HYPONYMY:
ଲାଭାଂଶ କୋଟା
ONTOLOGY:
भाग (Part of)संज्ञा (Noun)
SYNONYM:
ଅଂଶ
Wordnet:
bdबाहागो
benভাগ
hinहिस्सा
malഭാഗം
nepभाग
panਹਿੱਸਾ
telభాగము
urdحصہ , شراکت , ساجھیداری , جزو , شیئر
 noun  ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ   Ex. ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
HYPONYMY:
ମୂଲଫସଲ
ONTOLOGY:
भाग (Part of)संज्ञा (Noun)
SYNONYM:
ଅଂଶ ବାଣ୍ଟ
Wordnet:
bdबाहागो
benঅংশ
gujભાગ
hinहिस्सा
kanಪಾಲು
malഭാഗം
marवाटा
sanभागः
telభాగము
urdحصہ , , ٹکڑا , بانٹ , تقسیم , بخرہ
 noun  କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା   Ex. ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmভাগ
bdबाहागो
hinभाग लेना
kanಭಾಗವಿಹಿಸುವುದು
malപങ്കെടുക്കല്‍
marभाग
tamபங்குபெறுதல்
telపాల్గొనటం
urdحصہ , شرکت
 noun  ଅନ୍ୟକୁ ଜମି ଦେବାର ସେହି ରୀତି ଯେଉଁଥିରେ ଚାଷୀ ଜମି ମାଲିକକୁ ଉତ୍ପାଦନର ନିର୍ଦ୍ଧାରିତ ଅଂଶ ଦେଇଥାଏ   Ex. ମାଇକୁ ତାର ସବୁ ବିଲ ଭାଗକୁ ଦେଇଦେଇଛି
ONTOLOGY:
प्रक्रिया (Process)संज्ञा (Noun)
Wordnet:
benভাগচাষ
gujભાગેતું
kasزمین لاگُن
malപാട്ട സബ്രദായം
telకౌలు
 noun  ସମଷ୍ଟି ବା ସମୂହର କିଛି ଅଂଶ   Ex. ଏହାର ମଧ୍ୟ ଭାଗ ଟିକେ ମୋଟା
HYPONYMY:
ଖଣ୍ଡିତାଂଶ ବସ୍ତୁ-ଉପାଦାନ ସମୁଦ୍ର ଜଳ ପାହାନ୍ତା ବଂଶ ନିଷ୍କାଶ ସଦସ୍ୟ ଅୟନାଂଶ ଉତ୍ତରାର୍ଦ୍ଧ କାନ୍ଧ ପୂର୍ବାର୍ଦ୍ଧ ଶେଷରାତି
ONTOLOGY:
भाग (Part of)संज्ञा (Noun)
SYNONYM:
ଅଂଶ
Wordnet:
hinभाग
kanಭಾಗ
kasحِصہٕ
mniꯁꯔꯨꯛ
nepभाग
sanअंशः
urdحصہ
   See : ହରଣ, ଖଣ୍ଡିତାଂଶ, ସଂଖ୍ୟା, ଖଣ୍ଡ, ବିଭାଜନ, ଭାଗଚାଷ, ଅଂଶ, କ୍ଷେତ୍ର, ଖଣ୍ଡ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP