ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
Ex. ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
HYPONYMY:
ମୋହର ଗିନ୍ନୀ ରୁପା ମୁଦ୍ରା ସ୍ୱର୍ଣ୍ଣ ମୁଦ୍ରା ଆଠଣି ଅଣା ସୁନାମୋହର ଚାରଣି ଦୋପଇସି ପାହୁଲା ପଇସା ଏକପଇସା ପାଉଣ୍ଡ ଶିଲିଙ୍ଗ ଅଧଲା ଅଦ୍ଦୀ ରେଆଲ ଗ୍ୱାରାନୀ ଶେକଲ ପଣ ନିସାର ମୁଦ୍ରା ଅଣି ଦୁଅଣି ଆକର୍ଷଣୀ ଅଚଳଣି-ମୁଦ୍ରା ଅବିନିମୟ-ମୁଦ୍ରା ଆହତ ମୁଦ୍ରା ଘଷରାମୁଦ୍ରା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmমুদ্রা
bdखाउरि
benধাতুমুদ্রা
hinसिक्का
kanಮುದ್ರಾ
kasسِکہٕ
kokनाणे
malനാണയം
marनाणे
mniꯁꯦꯜ꯭ꯃꯌꯦꯛ
nepसिक्का
panਸਿੱਕਾ
sanनाणकम्
telనాణెం
urdسکہ