verb ପତି ବା ପତ୍ନୀ ରୂପେ ଗ୍ରହଣ କରିବା
Ex.
ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
bdखालाम
benবিয়ে করা
gujકરવું
hinकरना
kanಮಾಡಿಕೊಳ್ಳು
kasکَرُن , خانٛدَر کَرُن
panਕਰਨਾ
tamசெய்துகொள்
telచేసుకొను
verb କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା
Ex.
ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ ONTOLOGY:
कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
benকরা
kanಮಗ್ನನಾಗು
kasکَرٕنۍ
malചെയ്യുക
marकरणे
nepगर्नु
panਕਰਨਾ
urdلگےرہنا , منہمک رہنا , کرنا
verb କାହାର ପ୍ରଗତିର ସ୍ତର ଅନୁମାନ କରିବା
Ex.
ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି? ONTOLOGY:
मानसिक अवस्थासूचक (Mental State) ➜ अवस्थासूचक क्रिया (Verb of State) ➜ क्रिया (Verb)
Wordnet:
kasکَرُن
malചെയ്യുക
marप्रगती करणे
verb କୌଣସି କାର୍ଯ୍ୟରେ ଲାଗିବା ବା କରିବା
Ex.
ପ୍ରେମ କର ଯୁଦ୍ଧ ନୁହେଁ / ପ୍ରୟାସ କର / ଅନ୍ୱେଷଣ କର /ଶୁଦ୍ଧ କର ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
Wordnet:
kasکَرُن
sanकृ
telచేయు
urdکرنا
verb କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା
Ex.
ମୋତେ ମୂର୍ଖ କରନାହିଁ / ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
verb କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
Ex.
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି ONTOLOGY:
मानसिक अवस्थासूचक (Mental State) ➜ अवस्थासूचक क्रिया (Verb of State) ➜ क्रिया (Verb)
SYNONYM:
ଜାତ କରିବା ସୃଷ୍ଟି କରିବା ଉତ୍ପନ୍ନ କରିବା ଉତ୍ପତି କରିବା ଜନ୍ମ କରିବା
verb ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା
Ex.
ଆପଣ ମୋତେ ପ୍ରସନ୍ନ କଲେ / ସତର୍କତାର ସହିତ ଏହା କର ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
verb ଉନ୍ନତି ବା ଅବନତିରେ ସହାୟତା କରିବା
Ex.
ଅନୁଶାସନ ଆମକୁ ମହାନ କରେ ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
ଗଢ଼ିବା ପ୍ରସ୍ତୁତ କରିବା
verb (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
Ex.
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
verb କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
Ex.
ମୁଁ କିଛି ଚମତ୍କାର କରିନାହିଁ ONTOLOGY:
घटनासूचक (Event) ➜ होना क्रिया (Verb of Occur) ➜ क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
verb କରିବା ବା ହେବାପାଇଁ ପ୍ରବୃତ୍ତ କରିବା
Ex.
ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା / ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ ONTOLOGY:
अवस्थासूचक क्रिया (Verb of State) ➜ क्रिया (Verb)
SYNONYM:
କାରଣ ହେବା ହେତୁ ହେବା ନିମିତ୍ତ ହେବା
noun କିଛି କାମ କରିବାର କ୍ରିୟା ବା ଭାବ
Ex.
ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kanಕೆಲಸ ಮಾಡುವುದು
malചെയ്യല്
tamசெய்தல்
telచేయటం
urdکرنا , کام کرنا
verb କୌଣସି ରୂପରେ ଆଣିବା
Ex.
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ ONTOLOGY:
कर्मसूचक क्रिया (Verb of Action) ➜ क्रिया (Verb)
SYNONYM:
ବ୍ୟବହାର କରିବା ପ୍ରସ୍ତୁତ କରିବା
Wordnet:
kasبَناوُن
malരൂപപ്പെടുത്തുക
sanप्रस्थाप्
See : କାମ କରିବା, ସାରିବା, ଦେବା, ଆଣିବା, ତିଆରି କରିବା