Dictionaries | References ଚ ଚକ୍ର Script: Odia See also: ଚକ୍ର Meaning Related Words Rate this meaning Thank you! 👍 ଚକ୍ର ori.wordnet.indo | Oriya Oriya | | noun ଛୋଟ ଚକ ଭଳି ହୋଇଥିବା ପୌରାଣିକ କାଳର ଏକ ଅସ୍ତ୍ର Ex. ଭଗବାନ ବିଷ୍ଣୁଙ୍କ ଚକ୍ରର ନାମ ସୁଦର୍ଶନ HYPONYMY:ସୁଦର୍ଶନ ଚକ୍ର ONTOLOGY:काल्पनिक वस्तु (Imaginary) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:gujચક્ર kasچَرکھٕ sanचक्रः urdچکر noun ବୁଲବୁଲ, ଛଞ୍ଚାଣଆଦି ପକ୍ଷୀଗୁଡ଼ାଙ୍କର ବସିବା ସ୍ଥାନ Ex. ଛଞ୍ଚାଣ ଏହି ଅଶ୍ୱତ୍ଥ ଗଛ ଉପରେ ଚକ୍ର କାଟୁଛି ONTOLOGY:स्थान (Place) ➜ निर्जीव (Inanimate) ➜ संज्ञा (Noun) SYNONYM:ଚକିWordnet:hinचक्कस kanಕೂರು ರೆಂಬೆ tamஇருப்பிடம் urdچَکَّس , چَکَس , پالتوپرندوں کوبٹھانےکی لکڑی noun ପଶୁଙ୍କ ଶରୀରରେ ପଡ଼ିଥିବା ପ୍ରାକୃତିକ ଦାଗ Ex. ବଳଦ ମୁଣ୍ଡରେ ଚକ୍ର ଅଛି ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଚାନ୍ଦWordnet:benছোপ telమచ్చ noun ଯୋଗ ଅନୁସାରେ ଶରୀର ମଧ୍ୟରେ ସାତ ପଦ୍ମ ବା ବିଶିଷ୍ଟ ସ୍ଥାନ ଯାହା ଆଧୁନିକ ବିଜ୍ଞାନ ଅନୁସାରେ କେତେକ ବିଶିଷ୍ଟ ଜୀବନ ରକ୍ଷକ ଗ୍ରନ୍ଥିର ଆଖପାଖରେ ଥାଏ Ex. ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ,ଆଜ୍ଞା ଏବଂ ସହସ୍ରାର ଏଗୁଡିକ ଯୋଗର ଚକ୍ର HYPONYMY:ଅନାହତ ମୂଳାଧାର ଚକ୍ର ମଣିପୁର ଚକ୍ର ବିଶୁଦ୍ଧ ଚକ୍ର ସ୍ୱାଧିଷ୍ଠାନ ଚକ୍ର ସହସ୍ରାର ଚକ୍ର ଆଜ୍ଞାଚକ୍ର ONTOLOGY:समूहवाचक संज्ञा (Collective Noun) ➜ संज्ञा (Noun)Wordnet:gujચક્ર hinचक्र kanಆಧಾರ ಚಕ್ರ kokचक्र malചക്രം telచక్రాలు urdچکر , پدماکارچکر noun ଏକ କୀଳକକୁ ଆଧାର କରି ଘୁରୁଥିବା ଗୋଲାକାର ବସ୍ତୁ Ex. ଚକ୍ରଟି ତା ଆଧାରରୁ ବାହାରି ଦୂରରେ ପଡ଼ିଲା ATTRIBUTES:ଗୋଲ HYPONYMY:ଚକ୍ରି ଗିଟ୍ଟି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଚକWordnet:asmলাটুম bdलाटुम kasپھِرِکۍ kokफिरकी malനൂല് ചക്രം mniꯂꯪꯆꯥꯛV panਭੰਭੀਰੀ sanभ्रमरकः urdپھرکی , گھرنی , چکئی , چکری See : ବୃତ୍ତ, ଚକ, ମହାବୀର ଚକ୍ର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP