Dictionaries | References ବ ବିଦ୍ୟା Script: Odia Meaning Related Words Rate this meaning Thank you! 👍 ବିଦ୍ୟା ori.wordnet.indo | Oriya Oriya | | noun ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ Ex. ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା HYPONYMY:ଶରୀରବିଜ୍ଞାନ ବଶୀକରଣ ରସାୟନ ପରିସଂଖ୍ୟାନ ପ୍ରୌଦ୍ୟୋଗିକୀ ସାହିତ୍ୟ ଇଂଜିନିୟରିଂ ଗାରଡିବିଦ୍ୟା ONTOLOGY:ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଜ୍ଞାନ ଶିକ୍ଷାWordnet:asmবিদ্যা bdसोलोंथाय gujવિદ્યા kanವಿದ್ಯಾ kasعلِم kokविद्या marविद्या mniꯃꯍꯩ nepविद्या panਵਿੱਦਿਆ tamஅறிவு telవిద్య urdعلوم , علم , دانائی , آگاہی , ہنر , فن noun ମୋକ୍ଷ ପ୍ରାପ୍ତି ବା ପରମ-ପୁରୁଷାର୍ଥଙ୍କୁ ସିଦ୍ଧି କରିବାର ଜ୍ଞାନ Ex. ବିଦ୍ୟା ଅଭାବରେ ଜୀବ ଜନ୍ମ-ମରଣର ଆବର୍ତ୍ତରେ ପଡିରହିଥାଏ HYPONYMY:ପରାବିଦ୍ୟା ବେଦବିଦ୍ୟା ONTOLOGY:ज्ञान (Cognition) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benবিদ্যা malവിദ്യ panਵਿੱਦਿਆ sanविद्या urdتعلیم , علم noun ଆର୍ଯ୍ୟା ଛନ୍ଦର ଗୋଟିଏ ଭେଦ Ex. ବିଦ୍ୟାରେ ତେଇଶ ଗୁରୁ ଏବଂ ଏଗାରଟି ଲଘୁ ମାତ୍ରା ଅଛି ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:tamவித்யா urdودیا See : କଳା, ବିଜ୍ଞାନ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP