Dictionaries | References ବ ବିପରୀତ Script: Odia Meaning Related Words Rate this meaning Thank you! 👍 ବିପରୀତ ori.wordnet.indo | Oriya Oriya | | adjective ଯିଏ କ୍ରମ, ମାନ୍ୟତାଆଦି ବିଚାରରେ କାହାର ବିରୁଦ୍ଧ ବା ଅନ୍ୟ ପକ୍ଷରେ ପଡ଼ିଥାଏ Ex. ସେ ଦୁଇଜଣ ବିପରୀତ ବିଚାରଧାରାର ହୋଇ ମଧ୍ୟ ଭଲ ମିତ୍ର MODIFIES NOUN:ଅବସ୍ଥା ONTOLOGY:गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective) SYNONYM:ଓଲଟା ବିରୁଦ୍ଧWordnet:asmবিপৰীত benবিপরীত gujવિપરીત hinविपरीत kanವಿರುದ್ದವಾದ kasبِدوٗنہِ , پھِرِتھ kokविरुद्ध malവിപരീതമായ marविपरीत mniꯃꯥꯟꯅꯗꯕ nepविपरीत panਵਿਰੋਧੀ sanविपरीत telవిరుద్ధమైన urdمختلف , متضاد , برخلاف , برعکس , الٹا , ضد , مخالف adjective ଯେ ପ୍ରକୃତି, ପ୍ରବୃତ୍ତି, ସ୍ଥିତିଆଦିର ବିଚାରରେ ଅନ୍ୟର ପକ୍ଷ ଗ୍ରହଣ କରେ Ex. ମୁଁ ତାକୁ ଯାହା କହେ ସେ ତାର ଠିକ୍ ବିପରୀତ କାମ କରେ MODIFIES NOUN:ତତ୍ତ୍ୱ ଅବସ୍ଥା ପ୍ରକ୍ରିୟା ONTOLOGY:गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective) SYNONYM:ଓଲଟା ପ୍ରତିକୂଳWordnet:asmওলোটা kanವಿರುದ್ದವಾದ kasمُخٲلِف kokउरफाटे malവിപരീതമായ marउलट mniꯑꯣꯟꯅꯇꯩꯅꯕ panਉਲਟ sanविपरीत telవ్యతిరేకమైన urdبرخلاف , برعکس , الٹا , الٹ noun ଆଶାର ପ୍ରତିକୂଳ ଫଳ ବା ଘଟଣା Ex. ନିଜ କର୍ମର ବିପରୀତକୁ ସ୍ୱୀକାର କରିବା ହେଉଛି ଆମର ଭାଗ୍ୟ ONTOLOGY:घातक घटना (Fatal Event) ➜ घटना (Event) ➜ निर्जीव (Inanimate) ➜ संज्ञा (Noun) SYNONYM:ପ୍ରତିକୂଳ ପ୍ରତୀପWordnet:benবিপরীত ফল kasوٕلٹہٕ , اَلدٕ بَدل malവിരുദ്ധമായിട്ടുള്ളത് marप्रतिकूल फळ tamஅனுகூலமற்றவை telఆచరణ urdناموافق , نامساعد , ناسازگار See : ପ୍ରତିକୂଳ, ବିଲୋମ Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP