Dictionaries | References ଅ ଅଙ୍କ Script: Odia Meaning Related Words ଅଙ୍କ ori.wordnet.indo | Oriya Oriya Rate this meaning Thank you! 👍 noun ଯାହା ସଂଖ୍ୟା ବା ଗଣନାର ସୂଚକ Ex. ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି ONTOLOGY:माप (Measurement) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସଂଖ୍ୟାWordnet:asmমান bdअनजिमा benমুঠি gujનંગ hinअदद kanಸಂಖ್ಯೆ kasعَدَد kokनग malഎണ്ണം marनग mniꯃꯁꯤꯡ sanखण्डलः tamஎண்ணிக்கை telసంఖ్య urdعدد , نمبر , گنتی , تعداد noun ନାଟକର ଅଂଶ ବା ଭାଗ ଯେଉଁଥିରେ ବେଳେବେଳେ କେତେକ ଦୃଶ୍ୟ ମଧ୍ୟ ଥାଏ Ex. ନାଟକର ଦ୍ୱିତୀୟ ଅଙ୍କରେ ନାୟିକା ଆପଣାର ସୁନ୍ଦର ଅଙ୍ଗଭଙ୍ଗୀରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲା ONTOLOGY:भाग (Part of) ➜ संज्ञा (Noun) SYNONYM:ନାଟ୍ୟାଙ୍କWordnet:asmঅংক benঅঙ্ক gujઅંક hinअंक kanಅಂಕ kokअंक malഅംകം marअंक nepअङ्क panਅੰਗ urdایکٹ , باب , حصہ , منظر noun ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା Ex. ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ HYPONYMY:ରୋମାନ୍ ଅଙ୍କ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଅଂକWordnet:bdसानखान्थि benঅংক kanಅಂಕಿ malഎണ്ണല് സംഖ്യ marअंक urdنمبر , عدد noun ସଂଖ୍ୟାର ଚିହ୍ନ Ex. ୦,୧,୨,୩,୪,୫,୬,୭,୮,୯ ଏଗୁଡ଼ିକ ଅଙ୍କ HYPONYMY:ଗୁଣକ ଗୁଣ୍ୟ ଅଙ୍କ ଫୋନ ନମ୍ବର ଦଶ କୋଟି ଅବ୍ୟକ୍ତରାଶି ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ସଂଖ୍ୟାWordnet:gujઆંકડા kasنَمبَر malഅക്കം nepअङ्क panਅੰਕ urdنمبر , عدد , ہندسہ , شمار noun କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ Ex. ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛି/ଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ନମ୍ବରWordnet:bdनम्बर gujગુણ kanಅಂಕ kasنمبر malമാര്ക്ക് marगुण telమార్కులు urdنمبر , تعداد noun କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ Ex. ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ HYPONYMY:ଆଇପି ଠିକଣା ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ନମ୍ବରWordnet:bdअनजिमा benসংখ্যা gujઅંક hinअंक kasنَمبَر , نَمبَر شُمار , عَدَد panਅੰਕ urdعدد , نمبر , شناختی عدد See : ସଂଖ୍ୟା, ସଂଖ୍ୟା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP