Dictionaries | References ଉ ଉତ୍ତର Script: Odia Meaning Related Words ଉତ୍ତର ori.wordnet.indo | Oriya Oriya Rate this meaning Thank you! 👍 noun କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା Ex. ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି HYPONYMY:ପ୍ରତ୍ୟୁତ୍ତର ମାନସାଙ୍କ ଉତ୍ତର ONTOLOGY:संप्रेषण (Communication) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଜବାବ୍Wordnet:asmউত্তৰ bdफिन benউত্তর hinउत्तर kanಉತ್ತರ kasجواب kokजाप malഉത്തരം marउत्तर mniꯄꯥꯎꯈꯨꯝ nepउत्तर panਉੱਤਰ tamபதில் telసమాధానం urdجواب noun ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ Ex. ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଉତ୍ତର ଦିଗ ଉତ୍ତର ଦିଶା ଉଦୀଚୀWordnet:asmউত্তৰ দিশ benউত্তর gujઉત્તર hinउत्तर kanಉತ್ತರ kokउत्तर malമുകളിലുള്ള marउत्तर दिशा mniꯑꯋꯥꯡ nepउत्तर panਉੱਤਰ sanउत्तरा tamவடக்கு telఉత్తరం urdشمال , اتّر , شمالی سمت adjective ଉତ୍ତର ଦିଗ ସହ ସମ୍ବନ୍ଧିତ Ex. ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ MODIFIES NOUN:ତତ୍ତ୍ୱ ଅବସ୍ଥା ପ୍ରକ୍ରିୟା ONTOLOGY:संबंधसूचक (Relational) ➜ विशेषण (Adjective)Wordnet:asmউত্তৰী bdसाहायारि benউত্তর gujઉત્તરી hinउत्तरी kanಉತ್ತರದ kasشُمٲلی kokउत्तरी malവടക്കേ marउत्तर mniꯑꯋꯥꯡꯊꯪꯕ nepउत्तरी panਉਤਰੀ urdشمالی , اتری noun ଉତ୍ତର ଦିଗରେ ଥିବା ପ୍ରଦେଶ Ex. ମହେଶ ଉତ୍ତରର ବାସିନ୍ଦା ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)Wordnet:bdसाहा malവടക്ക് marउत्तर panਉਤਰ sanउत्तर tamவடக்கு urdشمال , اتر noun ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ Ex. ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:kasشُمال sanकौबेरी urdشمال noun ବୈଦିକ କାଳର ଗୋଟିଏ ଗୀତ Ex. ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:sanउत्तरम् urdاُتَّر See : ନର୍ଥ, ଉତ୍ତର କୁମାର, ଉତ୍ତର ଅଳଙ୍କାର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP