Dictionaries | References

କରିବା

   
Script: Odia

କରିବା

ori.wordnet.indo | Oriya  Oriya |   | 
 verb  ପତି ବା ପତ୍ନୀ ରୂପେ ଗ୍ରହଣ କରିବା   Ex. ପ୍ରଥମ ପତ୍ନୀର ସନ୍ତାନ ନହେବା କାରଣରୁ ଫିରତୁ ଦ୍ୱିତୀୟ ସ୍ତ୍ରୀ କଲା
HYPERNYMY:
ଅଙ୍ଗୀକାରକରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ବିବାହ କରିବା
Wordnet:
bdखालाम
benবিয়ে করা
gujકરવું
hinकरना
kanಮಾಡಿಕೊಳ್ಳು
kasکَرُن , خانٛدَر کَرُن
panਕਰਨਾ
tamசெய்துகொள்
telచేసుకొను
 verb  କୌଣସି କାମ ଆଦିରେ ଭଲ ଭାବରେ ଲିପ୍ତ ରହିବା   Ex. ତୁମେ ନିଜ କାମ କର, ସଫଳତା ଅବଶ୍ୟ ମିଳିବ
HYPERNYMY:
କାମ କରିବା
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
SYNONYM:
ଲାଗି ରହିବା
Wordnet:
benকরা
kanಮಗ್ನನಾಗು
kasکَرٕنۍ
malചെയ്യുക
marकरणे
nepगर्नु
panਕਰਨਾ
urdلگےرہنا , منہمک رہنا , کرنا
 verb  କାହାର ପ୍ରଗତିର ସ୍ତର ଅନୁମାନ କରିବା   Ex. ଶ୍ୟାମ ନୂଆ ଶ୍ରେଣୀରେ କିପରି କରୁଛି?
HYPERNYMY:
ଅନୁମାନ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
Wordnet:
kasکَرُن
malചെയ്യുക
marप्रगती करणे
 verb  କୌଣସି କାର୍ଯ୍ୟରେ ଲାଗିବା ବା କରିବା   Ex. ପ୍ରେମ କର ଯୁଦ୍ଧ ନୁହେଁ / ପ୍ରୟାସ କର / ଅନ୍ୱେଷଣ କର /ଶୁଦ୍ଧ କର
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
kasکَرُن
sanकृ
telచేయు
urdکرنا
 verb  କାହାରିକୁ ନିଶ୍ଚିତ ଗୁଣ ଦେବା ବା ଗୁଣ ବା ଲକ୍ଷଣଗୁଡ଼ିକ ସହ ଯୁକ୍ତ କରିବା   Ex. ମୋତେ ମୂର୍ଖ କରନାହିଁ / ଏହାକୁ ଗୋଟିଏ ବଡ଼ ବିବାଦୀୟ ବିଷୟ କରନାହିଁ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
Wordnet:
bdबानाय
gujબનાવો
 verb  କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା   Ex. ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
HYPERNYMY:
କାମ କରିବା
ONTOLOGY:
मानसिक अवस्थासूचक (Mental State)अवस्थासूचक क्रिया (Verb of State)क्रिया (Verb)
SYNONYM:
ଜାତ କରିବା ସୃଷ୍ଟି କରିବା ଉତ୍ପନ୍ନ କରିବା ଉତ୍ପତି କରିବା ଜନ୍ମ କରିବା
Wordnet:
telచేయు
 verb  ଏକ ନିଶ୍ଚିତ ବା ବିଶେଷ ଢଙ୍ଗରେ ବ୍ୟବହାର କରିବା   Ex. ଆପଣ ମୋତେ ପ୍ରସନ୍ନ କଲେ / ସତର୍କତାର ସହିତ ଏହା କର
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
ବ୍ୟବହାର କରିବା
Wordnet:
kanಮಾಡು
 verb  ଉନ୍ନତି ବା ଅବନତିରେ ସହାୟତା କରିବା   Ex. ଅନୁଶାସନ ଆମକୁ ମହାନ କରେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ଗଢ଼ିବା ପ୍ରସ୍ତୁତ କରିବା
Wordnet:
tamஆக்கு
 verb  (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା   Ex. ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
urdکرنا , کام کرنا
 verb  କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା   Ex. ମୁଁ କିଛି ଚମତ୍କାର କରିନାହିଁ
HYPERNYMY:
କାମ କରିବା
ONTOLOGY:
घटनासूचक (Event)होना क्रिया (Verb of Occur)क्रिया (Verb)
SYNONYM:
କାମ କରିବା କାର୍ଯ୍ୟ କରିବା
Wordnet:
tamசெய்
 verb  କରିବା ବା ହେବାପାଇଁ ପ୍ରବୃତ୍ତ କରିବା   Ex. ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା / ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
HYPERNYMY:
କାମ କରିବା
ONTOLOGY:
अवस्थासूचक क्रिया (Verb of State)क्रिया (Verb)
SYNONYM:
କାରଣ ହେବା ହେତୁ ହେବା ନିମିତ୍ତ ହେବା
 noun  କିଛି କାମ କରିବାର କ୍ରିୟା ବା ଭାବ   Ex. ଇଂରେଜମାନେ ଏଠାରେ ବ୍ୟବସାୟ କରିବାରେ ସଫଳ ହେଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାମକରିବା
Wordnet:
kanಕೆಲಸ ಮಾಡುವುದು
malചെയ്യല്
tamசெய்தல்
telచేయటం
urdکرنا , کام کرنا
 verb  କୌଣସି ରୂପରେ ଆଣିବା   Ex. ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
HYPERNYMY:
କାମ କରିବା
ONTOLOGY:
कर्मसूचक क्रिया (Verb of Action)क्रिया (Verb)
SYNONYM:
ବ୍ୟବହାର କରିବା ପ୍ରସ୍ତୁତ କରିବା
Wordnet:
kasبَناوُن
malരൂപപ്പെടുത്തുക
sanप्रस्थाप्
   See : କାମ କରିବା, ସାରିବା, ଦେବା, ଆଣିବା, ତିଆରି କରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP