ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
Ex. ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
HYPONYMY:
ବେପାର ଅନୁବାଦ ରଫୁ କୃଷିକର୍ମ ସୂଚୀକାମ ଶିକାର ବଗିଚାକାମ ନଟ ଖେଳ ଜୀବିକା କୁନ୍ଦାକାମ ଦଲାଲି ରପ୍ତାନି ପୁଞ୍ଜି ନିବେଶ ମାଟି ଖୋଳା କାମ ମୁନ୍ସୀଗିରି ବୀମା ଗୋଇନ୍ଦାଗିରି ପଣ୍ଡିତପଣିଆ ସାମ୍ବାଦିକତା ପଶୁପାଳନ ଯଜମାନି ଚିକିତ୍ସା ଭିକ୍ଷାବୃତ୍ତି ମଜୁରି ବନ୍ଧେଇ ଓକିଲାତି ପସରା ପୋଲିସ ଚାକିରି ଅଧ୍ୟାପନା ମାଷ୍ଟରି ନଳମରାମତି ପଶୁଚାରଣ ସିନ୍ଧିକାଠି ପକେଟମାରୁ ବେଶ୍ୟାବୃତ୍ତି ନାଲବସାଣ ସୁଧଖୋରୀ ପଥରକାଟିବା କେଉଟ-କାମ ଠିକାଦାରୀ କାରୁକାର୍ଯ୍ୟ ସିପାହି ଚାକିରି ଥାନାଧିକାରୀ କାମ ପନ୍ନୀସାଜୀ ସଇସକାମ ହଳ ରଫୁକାମ ନକ୍ସା ପ୍ରସ୍ତୁତି ଅଫିସର କାର୍ଯ୍ୟ କୁମ୍ଭାରବୃତ୍ତି ଠକାମି କଳାବଜାରୀ ଅମ୍ପାୟାରିଙ୍ଗ୍ ସୁନାକାମ ବଢ଼େଇକାମ ବୁଣାକାମ ମିସ୍ତ୍ରୀକାମ କୁଲିଗିରି ମୋଟିଆକାମ ସୋଫାକାମ ଚମାରବୃତ୍ତି ପାଇକାରି ପର୍ଯ୍ୟଟନ ନକଲନବୀସୀ ରାଜସ୍ୱ ନିରୀକ୍ଷକବୃତ୍ତି ରାଜମିସ୍ତ୍ରୀ କାମ ଦୋକାନଦାରି ଥଟାରିକାମ ଘଣ୍ଟାମରାମତି ସୁବେଦାରୀ ମୁକ୍ତାରୀ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmকর্ম
benকাজ
gujકામ
hinकार्य
kasکٲم کار
kokकार्य
malജോലി
marकाम
nepकार्य
panਕੰਮ
sanकार्यम्
tamவேலை
telపని
urdکام , کام کاج , ڈیوٹی
(ଭୌତିକ) ଶକ୍ତିର ଆବିର୍ଭାବ ବା ଗୋଟିଏ ଭୌତିକ ତନ୍ତ୍ରଠାରୁ ଅନ୍ୟଟିକୁ ସ୍ଥାନାନ୍ତରିତ ଶକ୍ତି
Ex. କାର୍ଯ୍ୟ ଓ ବଳର ଗୁଣଫଳ ଦୂରତା ସହିତ ସମାନ
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଏପରି ଉପାୟ ଯେଉଁଥିରେ କୌଣସି କାମ ଜଲଦି ଏବଂ ସୁବିଧାରେ ହୋଇଥାଏ
Ex. ପଇସାବାଲାଙ୍କ ପାଇଁ ଲାଞ୍ଚ ଦେବା ସବୁଠାରୁ ସୁଲଭ କାର୍ଯ୍ୟ ଅଟେ
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benসুবিধাজনক পদ্ধতি
kokसुलभ उपाय
urdلَنگھن