Dictionaries | References ଖ ଖମ୍ବ Script: Odia Meaning Related Words Rate this meaning Thank you! 👍 ଖମ୍ବ ori.wordnet.indo | Oriya Oriya | | noun ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା Ex. ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ HYPONYMY:ମାସ୍ତୁଲ ଜୟସ୍ତମ୍ଭ ସ୍ତମ୍ବ ଶଙ୍କୁ ଖୁମ୍ବ ମେରି ଗରୁଡ଼ଧ୍ୱଜ ଯୂପ ଟିକଠୀ ଖମ୍ବ ଚତୁଃସ୍ତମ୍ଭ ଅଶୋକ ସ୍ତମ୍ଭ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ସ୍ତମ୍ବ ଖୁଣ୍ଟWordnet:asmস্তম্ভ bdखामफा benথাম gujથાંભલો hinखंभा kanಕಂಬ kasتَھم kokखांबो malതൂണു് marखांब mniꯌꯨꯝꯕꯤ nepखाँबो panਖੰਭਾ sanस्तम्भः tamதூண் telస్తంభం urdستون , کھمبا noun ମୋଟା, ଉଚ୍ଚା ଏବଂ ବହୁତ ବଡ଼ କୋଠାଘର ବା ନିର୍ମାଣ Ex. ବଡ଼ ସହରଗୁଡ଼ିକରେ ହିଁ ବଡ଼ ଖମ୍ବ ଦେଖିବାକୁ ମିଳେ ONTOLOGY:भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun) SYNONYM:ସ୍ତମ୍ଭ ଖୁଣ୍ଟWordnet:bdगेदेर दालान benউঁচু দালান gujમિનારો hinलाट kokमनोरो mniꯑꯆꯧ ꯑꯆꯧꯕ꯭ꯐꯨꯔꯥ ꯗꯂꯥꯜ telబహుళ అంతస్థుల భవనం noun ତମ୍ବୁ ବା ସାମିୟାନା ଟାଣିବାଲାଗି ବ୍ୟବହୃତ ଖମ୍ବ Ex. ବିବାହ ଉତ୍ସବ ଶେଷ ହେବାକ୍ଷଣି ଲୋକ ଖମ୍ବ ଉପାଡ଼ିବାରେ ଲାଗିଲେ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଖୁଣ୍ଟWordnet:gujથાંભલી hinचोबा kasچوب , بٲنٛسوٗ ڈَنٛڈٕ malപന്തല്ക്കാൻല് marतंबूचा खांब panਥੰਮੀਆਂ tamபந்தகால் urdچوبہ , چوب noun ଦଲାଣ ବା ବାରଣ୍ଡା କାନ୍ଥରେ ଦିଆଯାଇଥିବା ଅର୍ଦ୍ଧଗୋଲାକାର ଖମ୍ବ Ex. ବୋହୂ ଖମ୍ବକୁ ଆଉଜି ସ୍ବେଟର ବୁଣୁ ଥିଲା ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)Wordnet:kasمَحراب noun ଆଧାର ବା ଆଶ୍ରୟ ନିମନ୍ତେ ଲାଗୁଥିବା ଖମ୍ବ ବା ଢେଙ୍କା ଆଦିର ତଳେ ଲାଗୁଥିବା ଠେକେରା Ex. ଏହି ପୋଲ ସାତଟି ଖମ୍ବରେ ମଜଭୁତ ONTOLOGY:मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun) SYNONYM:ଢେଙ୍କା ଖୁଣ୍ଟ ସ୍ତମ୍ବ.ଠିଅWordnet:gujખંભ hinखंभा kasتھمب sanस्कम्भः Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP