Dictionaries | References ତ ତରଙ୍ଗ Script: Odia Meaning Related Words ତରଙ୍ଗ ori.wordnet.indo | Oriya Oriya Rate this meaning Thank you! 👍 noun ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ Ex. ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ ONTOLOGY:शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun) SYNONYM:ଲହରୀWordnet:asmতৰঙ্গ bdगुथाल benতরঙ্গ kasلَہر kokतरंग malതരംഗം marतरंग nepतरङ्ग sanतरङ्गः telతరంగము urdلہر , ترنگ , تلاطم noun କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ Ex. ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ତରଂଗWordnet:kanಕಾಲಿನ ಗೆಜ್ಜೆ malഘുംഘുരു സംഗീതം mar तरंग tamஒலி urdترنگ , ساز بجاتے وقت تار کی صدا See : ଢ଼େଉ, ଲହଡ଼ି, ଜୁଆର, ଲହର Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP