Dictionaries | References ଦ ଦେଖାଇବା Script: Odia Meaning Related Words Rate this meaning Thank you! 👍 ଦେଖାଇବା ori.wordnet.indo | Oriya Oriya | | verb ଆଖିରେ କୌଣସି ବ୍ୟକ୍ତି, ପଦାର୍ଥ, କାମଆଦିର ରୂପ-ରଙ୍ଗ ଏବଂ ଆକାର-ପ୍ରକାର ବା ଗୁଣଆଦିର ଜ୍ଞାନ ପ୍ରାପ୍ତ କରିବା Ex. ସେ ଆମକୁ ନିଜର ନୂଆଘର ଦେଖାଇଲା HYPERNYMY:କାମ କରିବା ONTOLOGY:प्रेरणार्थक क्रिया (causative verb) ➜ क्रिया (Verb) SYNONYM:ଦର୍ଶାଇବାWordnet:asmদেখুৱা bdदिनथि gujબતાવવું hinदिखाना kanತೋರಿಸು kokदाखोवप malകാണിക്കുക marदाखवणे mniꯌꯦꯡꯍꯟꯕ nepदेखाउनु panਵਿਖਉਣਾ tamகாண்பி telచూపించు urdدکھانا , دکھلانا , پیش کرنا verb ଯାଞ୍ଚ ବା ନିରୀକ୍ଷଣ କରାଇବା Ex. ଆପଣ କଣ ରୋଗୀକୁ ଡାକ୍ତରକୁ ଦେଖାଇଲେ ? HYPERNYMY:କରାଇବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:kanಪರೀಕ್ಷೆ ಮಾಡು panਦਿਖਾਉਣਾ sanचिकित्सकेन विमर्शय urdدکھانا , دکھلانا verb ଅନୁଭବ କରାଇବା Ex. ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ HYPERNYMY:କରାଇବା ONTOLOGY:कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଅନୁଭବ କରାଇବା ପହଞ୍ଚାଇବାWordnet:gujબતાવવું kanತೋರಿಸು malഅനുഭവിപ്പിക്കുക panਦਿਖਾਉਣਾ verb ଅନୁଧ୍ୟାନ କରାଇବା Ex. ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଦେଖାଇଲେ ଯେ ହତ୍ୟା କେଉଁଠାରେ ହୋଇଛି HYPERNYMY:କରାଇବା ONTOLOGY:() ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:asmদেখুৱা bdदिन्थि malകാണിച്ചു കൊടുക്കുക panਦਿਖਾਉਣਾ verb ଲୋକ ଦେଖାଣିଆ ବା ଗର୍ବର ସହିତ ପିନ୍ଧିବା ବା ପ୍ରଦର୍ଶିତ କରିବା Ex. ଶୀଲା ନୂଆ ଚୁଡ଼ିଗୁଡ଼ିକ ଦେଖାଉଛି HYPERNYMY:କାମ କରିବା ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ପ୍ରଦର୍ଶନ କରିବା ପ୍ରଦର୍ଶିତ କରିବା ଉପସ୍ଥାପନ କରିବା ପ୍ରତ୍ୟକ୍ଷ କରାଇବାWordnet:gujદેખાડવું kasہاوُن panਦਿਖਾਉਣਾ tamபெருமிதம் கொள் urdدکھانا See : ବତାଇବା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP