Dictionaries | References

ପତ୍ର

   
Script: Odia

ପତ୍ର

ori.wordnet.indo | Oriya  Oriya |   | 
 noun  ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ   Ex. ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
HOLO COMPONENT OBJECT:
ଗଛ ଦନା ଖଲିପତ୍ର ଅଷ୍ଟପତ୍ରି ଦନା
HOLO MEMBER COLLECTION:
ଝଡ଼ାପତ୍ର ପଞ୍ଚପଲ୍ଲବ
HOLO PORTION MASS:
ପତ୍ରକୁଡ଼ିଆ
HYPONYMY:
କଅଁଳିଆ ପତ୍ର କଅଁଳ ପତ୍ର ତେଜପତ୍ର ବେଲପତ୍ର ପାନ ତୁଳସୀ ପତ୍ର ଭୁରୁସୁଙ୍ଗ ଝରାପତ୍ର ପାତିଆ
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପର୍ଣ୍ଣ ଦଳ ପତର
Wordnet:
asmপাত
benপাতা
gujપાન
hinपत्ता
kanಎಲೆ
kasپَنہٕ ؤتھٕر , پَنہٕ تُلۍ
kokपानां
malഇല
marपान
mniꯎꯅꯥ
nepपात
panਪੱਤਾ
telఆకు
urdپتا , برگ , پات , پتر
 noun  କାଗଜ ଭଳି ପତଳା ଧାତୁର ଫଳକ   Ex. ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ
MERO STUFF OBJECT:
ଧାତୁ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପାତ ଫଳକ
Wordnet:
bdधातु बिलाइ. धातु बिलाय
gujપત્ર
hinपत्र
kanಪತ್ರ
kasپٔتٕر
kokपत्रो
tamதகடு
urdچادر , ورق , پارچہ
 noun  ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ   Ex. ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
HYPONYMY:
ଆବେଦନ ପତ୍ର ସମାଚାର ପତ୍ର ଚିଠି ବନ୍ଧକପତ୍ର ପ୍ରମାଣପତ୍ର ଦାନପତ୍ର ମୁକ୍ତିଆରନାମା ଚୁକ୍ତିପତ୍ର ଲାଇସେନ୍ସ୍‌ ଚାର୍ଜସିଟ ଘୋଷଣାପତ୍ର ପାଉତି ଶପଥପତ୍ର ବିଲ ମତପତ୍ର ଇଚ୍ଛା ପତ୍ର ବିନିମୟ ପତ୍ର ଦସ୍ତାବିଜ୍ କୁପନ ଅନୁବୋଧକ ଅଭିନନ୍ଦନ ପତ୍ର ପାସ୍ ମାର୍କସିଟ୍ ବାର୍ତ୍ତାୟନ ବକାଲତନାମା ଶ୍ୱେତପତ୍ର ଇତିବୃତ୍ତକ ଏତଲାନାମା ପରିଚୟ-ପତ୍ର ସୂଚନା ପୁସ୍ତିକା ସହମତି ପତ୍ର ଗବେଷଣାପତ୍ରକୁ ପେଟେଣ୍ଟ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
କାର୍ଡ଼୍‌
Wordnet:
asmপত্র
bdलाइजाम
benপত্র
hinपत्र
kanಪತ್ರ
kasرِسالہٕ
kokपत्र
mniꯑꯏꯕ꯭ꯆꯦꯔꯣꯜ
panਪੱਤਰ
telపత్రము
urdچٹھی , خط , مراسلہ
   See : ଚିଠି, ଖଲିପତ୍ର

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP