Dictionaries | References ପ ପହଞ୍ଚାଇବା Script: Odia Meaning Related Words ପହଞ୍ଚାଇବା ori.wordnet.indo | Oriya Oriya Rate this meaning Thank you! 👍 verb ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ Ex. ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି/ ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି HYPERNYMY:କାମ କରିବା ONTOLOGY:परिवर्तनसूचक (Change) ➜ कर्मसूचक क्रिया (Verb of Action) ➜ क्रिया (Verb) SYNONYM:ଛାଡ଼ିକି ଆସିବାWordnet:asmথোৱা bdसहैहो benপৌঁছে দেওয়া gujપહોંચાડવું hinपहुँचाना kanತಲುಪುವುದು kokपावोवप malവിടുക marपोहोचवणे nepपुर्याउनु panਪਹੁੰਚਾਉਣਾ tamசேர்த்துவிடு telచేరవేయు urdپہنچانا , داخل کرنا , باریاب کرنا , بھیجنا verb କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ Ex. ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି ENTAILMENT:ପ୍ରସ୍ଥାନ କରିବା HYPERNYMY:କାମ କରିବା ONTOLOGY:कार्यसूचक (Act) ➜ कर्मसूचक क्रिया (Verb of Action) ➜ क्रिया (Verb)Wordnet:bdदोनहै kanಬಿಟ್ಟು mniꯊꯤꯟꯕꯤꯕ urdپہنچانا verb କୌଣସି ବିଷୟରେ କାହାକୁ ବରାବର କରିଦେବା Ex. ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି HYPERNYMY:କାମ କରିବା ONTOLOGY:अवस्थासूचक क्रिया (Verb of State) ➜ क्रिया (Verb) SYNONYM:ପହଞ୍ଚେଇବାWordnet:bdमोनफै हो marपोहोचवणे sanप्रापय See : ଦେବା, ଦେଖାଇବା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP