Dictionaries | References

ପେଟେଣ୍ଟ

   
Script: Odia

ପେଟେଣ୍ଟ

ori.wordnet.indo | Oriya  Oriya |   | 
 noun  କୌଣସି ବସ୍ତୁର ଆବିଷ୍କାରକଙ୍କୁ ସେହି ବସ୍ତୁ ଉପରେ ସଂପୂର୍ଣ୍ଣ ଅଧିକାର ଦେଉଥିବା ଦସ୍ତାବିଜ   Ex. ଆମେରିକା ହଳଦୀ, ବାସୁମତୀ ଚାଉଳ, ନିମ ଭଳି ଭାରତୀୟ ବସ୍ତୁଗୁଡ଼ିକଉପରେ ପେଟେଣ୍ଟ ପାଇବାପାଇଁ ଚେଷ୍ଟା କଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ଏକସ୍ୱ
Wordnet:
asmপেটেণ্ট
bdमावमोनथाइ
benপেটেন্ট
gujપેટંટ
hinपेटंट
kanಸ್ವಾಮ್ಯ ಹಕ್ಕು
kasپیٛٹَنٹ
kokपेटण्ट
malപേറ്റന്റ്
marएकस्व
mniꯄꯦꯇꯦꯅꯇ꯭
nepपेटेन्ट
panਰਾਖਵਾ ਹੱਕ
sanविशेषाधिकारपत्रम्
tamதனிக்காப்புரிமை
telహక్కుపొందు
urdپیٹنٹ
 noun  କୌଣସି ଆବିଷ୍କାର, ନିର୍ମାଣ ଆଦିରେ ପୂର୍ଣ୍ଣଅଧିକାର ପ୍ରାପ୍ତ ସେହି ଅଧିକାରୀ ବ୍ୟକ୍ତି, କମ୍ପାନୀ ଆଦି ସେହି ବସ୍ତୁକୁ ପ୍ରସ୍ତୁତ କରି ବିକ୍ରି କରିପାରିବେ   Ex. ସେ ଗୋଟିଏ ଆୟୁର୍ବେଦିକ ଔଷଧର ପେଟେଣ୍ଟ କରିବାକୁ ଚାହୁଁଛି
ONTOLOGY:
अवस्था (State)संज्ञा (Noun)
SYNONYM:
ଏକସ୍ବ ଅଧିକାର
Wordnet:
benপেটেন্ট
gujપેટંટ
hinपेटेंट
kasپیٹیٚٹ
sanस्वाम्यम्
 noun  ଅମୁକ ବସ୍ତୁର ପେଟେଣ୍ଟ ଅମୁକ ବ୍ୟକ୍ତିକୁ, କମ୍ପାନୀକୁ ଦିଆଯାଉବୋଲି ଲେଖାଯାଇଥିବା ଅଧିକାରୀଙ୍କ ପତ୍ର   Ex. ଯେତେବେଳ ପର୍ଯ୍ୟନ୍ତ ପେଟେଣ୍ଟ ହାତରେ ନପହଞ୍ଚିଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବ ନାହିଁ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ପେଟେଂଟ ଏକତ୍ବ ଅଧିକାରପତ୍ର ଏକସ୍ବ ଅଧିକାରପତ୍ର
Wordnet:
benপেটেন্ট
gujપેટંટ
hinपेटेंट
marस्वामित्व अधिकारपत्र
sanस्वाधिकारपत्रम्

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP