Dictionaries | References

ପ୍ରତିଯୋଗିତା

   
Script: Odia

ପ୍ରତିଯୋଗିତା     

ori.wordnet.indo | Oriya  Oriya
noun  କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ   Ex. ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
HYPONYMY:
ଅନ୍ତାକ୍ଷରୀ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପ୍ରତିସ୍ପର୍ଦ୍ଧା ପ୍ରତିଦ୍ୱନ୍ଦିତା ମୁକାବିଲା
Wordnet:
asmপ্রতিযোগিতা
bdबादायलायनाय
benপ্রতিযোগীতা
gujહરીફાઈ
hinप्रतियोगिता
kanಪೈಪೋಟಿ
kasمان مان
kokसर्त
malമത്സരം
marस्पर्धा
mniꯂꯝꯖꯦꯜ
nepप्रतियोगिता
panਮੁਕਾਬਲਾ
sanप्रतियोगिता
tamபோட்டி
telపోటీ
urdمقابلہ , ہمسری , رقابت
noun  ଯେଉଁ ଆୟୋଜିତ ସୁଯୋଗ, କାମ ଆଦିରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣକୁ ବିଜେତା ଭାବରେ ମନୋନୀତ କରାଯାଏ   Ex. ମନୋହର ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଉଅଛି ଏଥର ରମେଶର ପ୍ରତିଦ୍ୱନ୍ଦିତା ଜଣେ ନାମୀ ପହେଲମାନ ସହିତ ହେବ
HYPONYMY:
କୁସ୍ତି ଦୌଡ଼ ପ୍ରତିଯୋଗିତା ଖେଳ ପ୍ରତିଯୋଗିତା ମୁଷ୍ଟିଯୁଦ୍ଧ ଟୁର୍ଣ୍ଣାମେଣ୍ଟ୍ ଅଲିମ୍ପିକ ଖେଳ ରାଜନୈତିକ ଦୌଡ଼ ଚାମ୍ପିୟାନଶିପ ଊଣେଇଶ ବିଶ ମୁକାବିଲା ବିଶ୍ବକପ ଖେଳ-କୁଦ ପ୍ରତିସ୍ପର୍ଦ୍ଧା
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପ୍ରତିସ୍ପର୍ଦ୍ଧା ମୁକାବିଲା
Wordnet:
benপ্রতিযোগিতা
hinप्रतियोगिता
kasمُقابلہٕ
mniꯂꯝꯕꯥ
nepभिडन्त
panਮੁਕਾਬਲਾ
urdمقابلہ , سامنا , مٹھ بھیڑ
See : ତୁଳନା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP