Dictionaries | References

ପ୍ରାମାଣ୍ୟ

   
Script: Odia

ପ୍ରାମାଣ୍ୟ

ori.wordnet.indo | Oriya  Oriya |   | 
 adjective  ଯାହା ସ୍ୱୟଂସିଦ୍ଧ ନୁହେଁ,ପରନ୍ତୁ ଯାହାକୁ ତର୍କ ବା ପ୍ରମାଣଦ୍ୱାରା ସିଦ୍ଧ କରିବାର ଆବଶ୍ୟକତା ଅଛି   Ex. ଏହି ସିଦ୍ଧାନ୍ତ ପ୍ରାମାଣ୍ୟ ଅଟେ,ଦୟାକରି ଏହାକୁ ପ୍ରମାଣିତ କରିବା ପାଇଁ ଆପଣ କୌଣସି ତର୍କ ଦିଅନ୍ତୁ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
 adjective  ଯାହା ପ୍ରମାଣର ବିଷୟ ହୋଇପାରେ   Ex. ପ୍ରାମାଣ୍ୟ ବସ୍ତୁଗୁଡ଼ିକୁ ସିଦ୍ଧ କରି ରଖିବା ଆବଶ୍ୟକ
ONTOLOGY:
संबंधसूचक (Relational)विशेषण (Adjective)
 noun  ମାନି ନିଆଯାଇଥିବା ମୌଳିକ ସତ୍ୟକୁ ଆଧାର କରି ଯେଉଁ ବିଧାନ ସିଦ୍ଧ କରାଯାଏ   Ex. ତାଙ୍କର ଗବେଷଣା ସହ ସମ୍ବନ୍ଧିତ ୧୨୦ଟି ପ୍ରାମାଣ୍ୟ ରହିଛି୤
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯄꯔ꯭ꯃꯥꯅ꯭ꯇꯧꯒꯗꯕ꯭ꯋꯥꯔꯣꯜ
urdمسئلہ , , کلیہ
   see : ପ୍ରମେୟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP