ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
Ex. ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবান্ধ
bdबानदो
benবাঁধ
gujબંધ
hinबाँध
kanಕಟ್ಟೆ
kasبنٛڈ
kokबांद
malചിറ
marधरण
mniꯄꯜ
nepबाँध
panਬੰਨ੍ਹ
sanसेतुः
tamஅணைக்கட்டு
telఆనకట్ట
urdباندھ , پشتہ , بند
ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
Ex. ବନ୍ୟାରେ ବନ୍ଧ ବି ଧୋଇଗଲା
ONTOLOGY:
समूह (Group) ➜ संज्ञा (Noun)
Wordnet:
gujપુશ્તા
hinपुश्ता
urdپُشتہ , آرا , داسا
ନଦୀକୂଳରେ ଗଢା ହେଉଥିବା ବନ୍ଧ
Ex. କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)