Dictionaries | References

ବିଭାଗ

   
Script: Odia

ବିଭାଗ

ori.wordnet.indo | Oriya  Oriya |   | 
 noun  ସୁବିଧା ବା ସୁବ୍ୟବସ୍ଥାପାଇଁ କାର୍ଯ୍ୟର ଅଲଗା ହୋଇଥିବା କ୍ଷେତ୍ର   Ex. ଆପଣ ଆଇ.ଆଇ.ଟିର କେଉଁ ବିଭାଗରେ କାମ କରୁଛନ୍ତି
ONTOLOGY:
भाग (Part of)संज्ञा (Noun)
Wordnet:
mniꯗꯤꯄꯥꯔꯠꯃꯦꯅꯇ
urdمحکمہ , شعبہ
 noun  କେତେକ ଦେଶର କ୍ଷେତ୍ରୀୟପ୍ରଶାସନିକ ବିଭାଗ   Ex. ସେ ଫ୍ରାନ୍ସର ବିଭାଗ ବିଷୟରେ କହୁଥିଲେ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
kasمَحکَمہٕ , شُعبہٕ , ڈِپارٹمٮ۪نٛٹ , لٔنٛڑ ,
telడిపార్ట్ మెంట్
urdمحکمہ , شعبہ , ڈپارٹمنت
 noun  କୌଣସି ବିଦ୍ୟାଳୟରେ ଶିକ୍ଷକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଦେଖାରଖା କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ସମୂହ   Ex. ଆଜି ଆମରି ବିଦ୍ୟାଳୟରେ ବିଭାଗର ଗୋଟିଏ ସଭା ହେବ
ONTOLOGY:
समूह (Group)संज्ञा (Noun)
Wordnet:
urdاسٹاف , فیکلٹی
 noun  କିଛି ସାମାନ୍ୟ କର୍ମରେ ମିଶିବା ବା ମିଳିତ ହୋଇକିଛି କାମକରିବା ଅବା ମିଳିତ ସହଯୋଗରେ ବ୍ୟକ୍ତି ବା ସମୂହ   Ex. ଏହି ବିଦ୍ୟାଳୟର ପ୍ରଶାସନିକ ବିଭାଗ ପ୍ରତ୍ୟେକ ସପ୍ତାହରେ ସଭା କରିଥାନ୍ତି
MERO MEMBER COLLECTION:
ONTOLOGY:
समूह (Group)संज्ञा (Noun)
 noun  କାର୍ଯ୍ୟର ସୁବିଧା ବା ପ୍ରବନ୍ଧ ନିମନ୍ତେ ସ୍ବତନ୍ତ୍ର ଭାବେ ଗଠିତ ପ୍ରଶାସନିକ ବିଭାଗ   Ex. ରମଣ ଗଣିତ ବିଭାଗରେ କାର୍ଯ୍ୟରତ
HYPONYMY:
ଜଳଯୋଗାଣ ବିଭାଗ ଅପରାଧ ବିଭାଗ ସିବିଆଇ ବନବିଭାଗ ଲୋକ କଲ୍ୟାଣ ବିଭାଗ ଶ୍ରମ ବିଭାଗ ଆପାତ ପ୍ରବନ୍ଧନ ବିଭାଗ ଏଣ୍ଟୀ ନାରକୋଟିକ୍ସ ବିଭାଗ ଆୟକର ବିଭାଗ ମନ୍ତ୍ରଣାଳୟ ଦୂରସଞ୍ଚାର ବିଭାଗ ହ୍ବାଇଟ୍ ହାଉସ ବିଦେଶ ବିଭାଗ ପ୍ରତିରକ୍ଷା ବିଭାଗ
ONTOLOGY:
भाग (Part of)संज्ञा (Noun)
   see : ହରଣ, ଖଣ୍ଡିତାଂଶ, ଶାଖା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP