Dictionaries | References ବ ବିଶ୍ଳେଷଣ Script: Odia Meaning Related Words ବିଶ୍ଳେଷଣ ori.wordnet.indo | Oriya Oriya Rate this meaning Thank you! 👍 noun ତଥ୍ୟ ବା ବାସ୍ତବିକ ସ୍ବରୂପ ସନ୍ମୁଖକୁ ଆସିବା ନିମନ୍ତେ କୌଣସି ବିଷୟର ସବୁ ଅଙ୍ଗକୁ ଏହି ଦୃଷ୍ଟିରୁ ଅନୁସନ୍ଧାନ କରିବାର କ୍ରିୟା Ex. ବୈଜ୍ଞାନିକ ଅନ୍ତରୀକ୍ଷଯାନରୁ ପ୍ରାପ୍ତ ଡାଟାର ବିଶ୍ଳେଷଣରେ ଲାଗିଛନ୍ତି ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:gujવિશ્લેષણ kanವಿಶ್ಲೇಷಣೆ kasتجزیہ sanविश्लेषणम् urdتجزیہ noun ଚିକିତ୍ସାବିଦ୍ୟାରେ,ବାୟୁର ପ୍ରକୋପରେ ଘା’ ବା ବଥ ଯୋଗୁଁ ହେଉଥିବା ଏକ ପ୍ରକାରର ପୀଡା Ex. ବୈଂଦ୍ୟରାଜ ତାଙ୍କୁ ବିଶ୍ଳେଷଣର ଔଷଧ ଦେଇଦେଲେ ONTOLOGY:बोध (Perception) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:gujદુખાવો urdوِشلیشَن See : ବିଚାର ବିମର୍ଶ, ବ୍ୟାଖ୍ୟା Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP