Dictionaries | References

ମାଆ

   
Script: Odia

ମାଆ

ori.wordnet.indo | Oriya  Oriya |   | 
 noun  ଧର୍ମ, ସମାଜ, ଆଇନ ଆଦିର ଆଧାରରେ ଯେଉଁ ସ୍ତ୍ରୀଲୋକକୁ ମାର ମର୍ଯ୍ୟାଦା ମିଳିଛି   Ex. ମାଆ ମୋତେ ନିଜମାଆ ଠାରୁ ମଧ୍ୟ ଅଧିକ ସ୍ନେହ କରେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ   Ex. ମାଆ ଆପଣ ଏଠାରେ ବସି ଯାଆନ୍ତୁ
SYNONYM:
 noun  କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ   Ex. ଏହା ମାଆ ପାର୍ବତୀଙ୍କ ମନ୍ଦିର
ONTOLOGY:
उपाधि (Title)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ବୋଉ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP