Dictionaries | References

ମାଡ଼

   
Script: Odia

ମାଡ଼

ori.wordnet.indo | Oriya  Oriya |   | 
 noun  ମାରିବା ପ୍ରକ୍ରିୟା   Ex. ମାଡ଼ ସହିସହି ସେ ପିଠିଆ ହୋଇଯାଇଛି/ ଆଜି ସେ ଖୁବ ବାଡ଼ିଆ ଖାଇବ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ହାତ,ଗୋଡ଼ ଆଦିରେ ମାରିବାର ପ୍ରକ୍ରିୟା   Ex. ଗାଁ ଲୋକମାନେ ମାଡ଼ ଦେଇସାରି ଚୋରକୁ ପୋଲିସ ହାତରେ ଦେଇଦେଲେ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
kasلَتہٕ کَرٛم , لَتہٕ مار
mniꯐꯨꯕꯒꯤ꯭ꯊꯕꯛ
 noun  କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ   Ex. ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
HYPONYMY:
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ   Ex. ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା / ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
   see : ଧକ୍କା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP