Dictionaries | References

ମାୟା

   
Script: Odia

ମାୟା     

ori.wordnet.indo | Oriya  Oriya
noun  କିଛି ଏଭଳି କାର୍ଯ୍ୟ ବା କଥା ଯାହା ପ୍ରକୃତ ବା ସତ୍ୟ ନହେଲେ ମଧ୍ୟ ସତ୍ୟ ଓ ଠିକ୍‌ ବୋଲି ଜଣାପଡ଼େ   Ex. ଆମେ ସାଂସାରିକ ମାୟାରେ ଫସି ଯାଇଛୁ / ସଂସାରର ମାୟା ଦୀପକୁ ଦେଖିଣ ଭ୍ରମିଭ୍ରମି ପଡ଼େ ନର, କବୀର କହଇ ଗୁରୁ ଧ୍ୟାନ କରି ଶୀଘ୍ର ଏଥିରୁ ଉଦ୍ଧର
ONTOLOGY:
बोध (Perception)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପ୍ରପଞ୍ଚ ଭବମାୟା ଅବିଦ୍ୟା ଭବବିଳାସ
Wordnet:
hinमाया
kanಜಾಲ
kasبرٛم , مایا
kokमाया
malമായ
marमाया
panਮਾਇਆ
tamமாயை
telమాయ
urdمایا , دھوکہ , فریب
noun  ମୟଦାନବର କନ୍ୟା   Ex. ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
Wordnet:
kasمایا
noun  ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ   Ex. ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
noun  ଗୋଟିଏ ବର୍ନ୍ନବୃତ୍ତ   Ex. ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
See : ମୋହ, ମାୟା ଦେବୀ, ମାୟା ଆମ୍ବ, ମାୟା ଆମ୍ବଗଛ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP