Dictionaries | References

ମୁଖ୍ୟ

   
Script: Odia

ମୁଖ୍ୟ     

ori.wordnet.indo | Oriya  Oriya
adjective  ଯାହା ଆବଶ୍ୟକ ହୁଏ   Ex. ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
MODIFIES NOUN:
ତତ୍ତ୍ୱ
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ପ୍ରଧାନ ପ୍ରମୁଖ ମୂଳ
Wordnet:
kanಮುಖ್ಯ
kasاہم
kokमुखेल
malപ്രമുഖ
mniꯃꯔꯨꯑꯣꯏꯕ
panਮੁਖ
sanमुख्य
urdاہم , ضروری
adjective  ସଙ୍ଗୀତରେ ସ୍ୱରଗ୍ରାମ ସହ ସମ୍ବନ୍ଧିତ   Ex. ବାଦକ ମୁଖ୍ୟ ସ୍ୱରଗ୍ରାମ ବଜାଉଥିଲେ
ONTOLOGY:
संबंधसूचक (Relational)विशेषण (Adjective)
SYNONYM:
ସ୍ୱରଗ୍ରାମ
Wordnet:
asmমুখ্য
bdगाहाइ
benমূখ্য
gujમુખ્ય
hinमुख्य
kokमुखेल
panਮੁਖ
tamமேஜர்
urdخاص , اہم , ميجر
adjective  ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ   Ex. ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
MODIFIES NOUN:
ଅବସ୍ଥା ବସ୍ତୁ ପ୍ରକ୍ରିୟା
ONTOLOGY:
गुणसूचक (Qualitative)विवरणात्मक (Descriptive)विशेषण (Adjective)
SYNONYM:
ପ୍ରଧାନ ପ୍ରମୁଖ
Wordnet:
gujમુખ્ય
kanಮುಖ್ಯ
kasاہم
panਮੁੱਖ
sanमुख्य
tamமுக்கியமான
telప్రాథమికమైన
urdخاص , اہم
adjective  ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ   Ex. ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
MODIFIES NOUN:
ବାକ୍ୟ
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
SYNONYM:
ପ୍ରଧାନ
Wordnet:
benমুখ্য
kasخۄد مۄٚختار کُلاز
mniꯃꯔꯨ꯭ꯑꯣꯏꯕ
sanमुख्य
telముఖ్యమైన
urdبنیادی , اصل
noun  କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି   Ex. ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ଶ୍ରେଷ୍ଠ ପ୍ରଧାନ
Wordnet:
gujમોવડી મંડળ
hinआलाकमान
kasعالہ کَمانٛڑ
malഹൈക്കമാന്ഡ്
marसंघटनप्रमुख
panਆਲਾਕਮਾਨ
See : ପ୍ରଧାନ, ମୁଖିଆ, ବରିଷ୍ଠ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP