Dictionaries | References

ମୁହଁ

   
Script: Odia

ମୁହଁ

ori.wordnet.indo | Oriya  Oriya |   | 
 noun  ଗଳାର ଉପର ଅଙ୍ଗର ମନ୍ୟ ଭାଗ   Ex. ରାମର ମୁହଁ ଖୁସିରେ ଝଲକୁଥିଲା / ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି / ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
HYPONYMY:
ଥୋଡ଼ି
MERO COMPONENT OBJECT:
କପାଳ ନାକ ଓଠ ଆଖି ଗାଲ
ONTOLOGY:
शारीरिक वस्तु (Anatomical)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ମୁଖ ମଣ୍ଡଳ ଚେହେରା ଆନନ ବଦନ
Wordnet:
asmমুখ
bdमोखां
benমুখ
gujચહેરો
hinचेहरा
kanಮುಖ
kasبُتھ , شَکٕل , رۄے
kokचेरो
malമുഖം
marचेहरा
mniꯁꯛꯇꯝ
nepअनुहार
panਚਿਹਰਾ
sanमुखम्
tamமுகம்
telముఖం
urdچہرہ , رخ , شکل , منھ , مکھڑا
 noun  ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ   Ex. ଏହି ବୋତଲର ମୁହଁ ବହୁତ ସରୁଆ୤
HYPONYMY:
ଅମାର ମୁହଁ ଅଗ୍ନି ଉଦ୍ଗିରଣ
ONTOLOGY:
भाग (Part of)संज्ञा (Noun)
SYNONYM:
ମୁଖ
Wordnet:
bdखुगा
kasگوٚل
malവായ
 noun  କୌଣସି ଭବନ ଆଦିର ମୁଖ୍ୟ ପ୍ରବେଶ ଦ୍ୱାର   Ex. ଏହି କିଲ୍ଲାର ମୁହଁ ଉତ୍ତର ଆଡକୁ ରହିଛି୤
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
SYNONYM:
ମୁଖ
Wordnet:
asmমুখ
bdगाहाइ दर
kasبُتھ , رۄخ
kokतोंड
malപ്രധാന വാതില്‍
mniꯆꯡꯐꯝ
sanमुखम्
tamவாயில்
urdمنہ , مکھ
 noun  କୌଣସି ବସ୍ତୁର ସାମନା ବା ଉପର ଭାଗ ବା ଯେଉଁ ଭାଗରେ ଏହାର ଉପଯୋଗ କରାଯାଏ   Ex. ଏହି କମ୍ପ୍ୟୁଟରର ମୁହଁକୁ ମୋ ଆଡକୁ ଘୁରାଇ ଦିଅ୤
ONTOLOGY:
भाग (Part of)संज्ञा (Noun)
SYNONYM:
ମୁଖ
Wordnet:
gujમુખ
kasرۄے
nepमुख
panਮੂੰਹ
urdمنہ , رخ , چہرہ
 noun  ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ   Ex. ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ / ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
ONTOLOGY:
शारीरिक वस्तु (Anatomical)वस्तु (Object)निर्जीव (Inanimate)संज्ञा (Noun)
SYNONYM:
ମୁଖ
Wordnet:
benমুখ
kanಮುಖ
kasچونٛٹھ , ٲس
sanमुखम्
telనోరు
urdمنھ
 noun  ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି   Ex. ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ପେଟ ମୁଖ
Wordnet:
kasٲس , یَڑ
panਮੂੰਹ
telముఖం
urdمنھ , پیٹ , شکم
   See : ସୁମୁଖ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP