Dictionaries | References

ରାଣୀ

   
Script: Odia

ରାଣୀ     

ori.wordnet.indo | Oriya  Oriya
noun  ରାଜଙ୍କ ପତ୍ନୀ   Ex. ରାଜା ଦଶରଥଙ୍କର ତିନି ରାଣୀ ଥିଲେ / ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
HYPONYMY:
ପାଟରାଣୀ ସାମ୍ରାଜ୍ଞୀ ଯୁବରାଣୀ କୈକେୟୀ ସୁମିତ୍ରା ନୂରଜାହାଁ ମୁମତାଜ ମହଲ ଜାରୀନା ଇନ୍ଦୁମତୀ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ରାଜ୍ଞୀ ମହିଷୀ ମଲ୍ଲିକା ରାଜପତ୍ନୀ ନୃପ ବଲ୍ଲଭା ବେଗମ୍‌
Wordnet:
asmৰাণী
benরানী
gujરાણી
hinरानी
kanರಾಣಿ
kasماہرٲنۍ , رٲنۍ , پادشاہ باے
kokराणी
malറാണി
marराणी
mniꯂꯩꯃꯔꯦꯟ
nepरानी
panਰਾਣੀ
sanराज्ञी
tamஇராணி
telరాణి
urdملکہ , رانی , بیگم , شاہ بیگم , بادشاہ بیگم , سلطانہ
noun  କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା   Ex. ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
HYPONYMY:
ଲକ୍ଷ୍ମୀବାଈ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ରାଜ୍ଞୀ ଶାସିକା
Wordnet:
benরানী
hinरानी
kasرٲنۍ , پادشاہ باے
malറാണി
mniꯔꯥꯅꯤ
nepरानी
panਰਾਣੀ
telరాణి
urdآزاد , خود مختار , با اختیار , بے قید , بے غم ,
noun  ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ   Ex. ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
SYNONYM:
ମଲ୍ଲିକା
Wordnet:
gujરાણી
kanರಾಣಿ
kasبادشاہ باے
kokरानी
sanराज्ञी
See : ସାମ୍ରାଜ୍ଞୀ, ବେଗମ୍‌, ବାଦଶାହା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP