Dictionaries | References ଶ ଶକ୍ତି Script: Odia Meaning Related Words ଶକ୍ତି ori.wordnet.indo | Oriya Oriya Rate this meaning Thank you! 👍 noun ଏଭଳି ଏକ ତତ୍ତ୍ୱ ଯାହା କୌଣସି କାର୍ଯ୍ୟ କରେ, କରାଏ ବା କ୍ରିୟାକର୍ମ ରୂପରେ ନିଜର ପ୍ରଭାବ ଦେଖାଏ Ex. ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ଶକ୍ତିର ପରିଚୟ ମିଳିବ HYPONYMY:ଦିବ୍ୟଶକ୍ତି ଆନ୍ତରିକ ଶକ୍ତି ଧାରଣ କ୍ଷମତା ଦିବ୍ୟଦୃଷ୍ଟି ଦୃଷ୍ଟି ଶକ୍ତି ବଳ ମନୋବଳ ବୁଝିବା ପ୍ରତିଭା ମୋହିନୀ ଶକ୍ତି ବାହୁବଳ ବିଦ୍ୟୁତଶକ୍ତି ରୋଗପ୍ରତିରୋଧକ ଶକ୍ତି ଉତ୍ପାଦନ କ୍ଷମତା ମାଧ୍ୟାକର୍ଷଣ ଶକ୍ତି ଆତ୍ମକ୍ଷମତା ସ୍ମରଣ ଶକ୍ତି ଆକର୍ଷଣ ସୁଗ୍ରାହିତା ସାମର୍ଥ୍ୟ ଜ୍ଞାନ ସିଦ୍ଧି ଅନନ୍ତଶକ୍ତି ବ୍ରହ୍ମତେଜ ଅଭିଧା ଲକ୍ଷଣା ବ୍ୟଞ୍ଜନା ଆପୋଲୋ ଚାପ ପ୍ଲୂଟୋ ନିର୍ଣ୍ଣୟ କ୍ଷମତା ଇଚ୍ଛାଶକ୍ତି ବୋଧନ କ୍ଷମତା ରିଜର୍ଭ ଉତ୍ପାଦକତା ତ୍ରିକାଳଜ୍ଞତା ଚୁମ୍ବକତ୍ୱ ଆବରଣଶକ୍ତି ମନେ ପଡିବା ରୋଗ ପ୍ରତିରୋଧକ କ୍ଷମତା ନିୟନ୍ତ୍ରଣ ଶକ୍ତି ବାକ୍ଶକ୍ତି ତର୍କଶକ୍ତି ଜୋର୍ କାର୍ଯ୍ୟକ୍ଷମତା ONTOLOGY:गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କ୍ଷମତା ତାକତ୍ ବଳ ଦମ୍Wordnet:benশক্তি gujશક્તિ hinशक्ति kanಶಕ್ತಿ kasطاقت , ہِمَت , جُرَت , زور kokतांक malശക്തി marक्षमता mniꯄꯥꯡꯒꯜ nepशक्ति panਤਾਕਤ tamபலம் telశక్తి urdقوت , طاقت , حوصلہ , ہمت , زور , صلاحیت , دم خم , مضبوطی , بل بوتہ noun ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ Ex. ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun) SYNONYM:ଇଶ୍ୱରୀWordnet:bdगोहोनि मोदाइजो benশক্তি kanಶಕ್ತಿ kasشکتی kokशक्ती malശക്തി urdشکتی , ایشوری , ایشورا" noun କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି Ex. ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ HYPONYMY:କାର୍ଯ୍ୟ ସିଗିନାଲ୍ ବିକିରଣ ONTOLOGY:अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:ଊର୍ଜା ପ୍ରାକୃତିକ ଶକ୍ତିWordnet:asmশক্তি gujઊર્જા hinऊर्जा kanಶಕ್ತಿ kasتَوانٲیی kokशक्ती malഊര്ജ്ജം marऊर्जा panਊਰਜਾ sanऊर्जा telశక్తి urdتوانائی , قوت noun ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ Ex. କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି HYPONYMY:କ୍ଷମତା ନିଷେଧାଧିକାର ଇନ୍ଦ୍ରତ୍ବ ONTOLOGY:गुण (Quality) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun) SYNONYM:କ୍ଷମତାWordnet:kasحَق kokअधिकार sanअधिकारः urdزور , صلاحیت , طاقت , قوت , اختیار noun କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ Ex. ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି HYPONYMY:ବ୍ରାହ୍ମୀ ମହାଲକ୍ଷ୍ମୀ ONTOLOGY:पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)Wordnet:sanशक्तिः urdشکتی , طاقت noun ଗୋଟିଏ ମାତ୍ରା ଛନ୍ଦ Ex. ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ ONTOLOGY:गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:hinशक्ती sanशक्ती See : ପାରିବାପଣ, ସାଙ୍ଗ, ବାହୁବଳ, ସାମର୍ଥ୍ୟ, ସାମର୍ଥ୍ୟ Related Words ଶକ୍ତି ପ୍ରାକୃତିକ ଶକ୍ତି ଆଂତରିକ ଶକ୍ତି ଆତ୍ମ ଶକ୍ତି ବିଜୁଳି ଶକ୍ତି ଗୁରୁତ୍ୱାକର୍ଷଣ ଶକ୍ତି ନିୟନ୍ତ୍ରଣ ଶକ୍ତି ବୁଝିବା ଶକ୍ତି ଶକ୍ତି ମନ୍ତ୍ରୀ ସ୍ମରଣ ଶକ୍ତି ମୋହିନୀ ଶକ୍ତି ଆନ୍ତରିକ ଶକ୍ତି ରୋଗପ୍ରତିରୋଧକ ଶକ୍ତି ବିଦ୍ୟୁତ ଶକ୍ତି ଅଂତରାଷ୍ଟ୍ରୀୟ ଶକ୍ତି ଏଜେନ୍ସୀ ଅନ୍ତରାଷ୍ଟ୍ରୀୟ ଶକ୍ତି ଏଜେନ୍ସୀ ଆବରଣ ଶକ୍ତି ଜୀବନ ଶକ୍ତି ମାଧ୍ୟାକର୍ଷଣ ଶକ୍ତି ଶକ୍ତି କ୍ଷେତ୍ର ଶାରୀରିକ ଶକ୍ତି गोहोनि मोदाइजो شکتی ऊर्जा energy आवरशक्ती उर्जा मंत्री ऊर्जा मंत्री नियंत्रण शक्ति नियंत्रण शक्ती قوبوٗ کَرنُک طاقت تَوانٲیی توانٲیی ؤزیٖر ஆற்றல் ઊર્જા ਊਰਜਾ ਊਰਜਾ ਮੰਤਰੀ নিয়ন্ত্রণ শক্তি ਨਿਯੰਤਰਣ ਸ਼ਕਤੀ ਸ਼ਕਤੀ નિયંત્રણ શક્તિ ವಿದ್ಯುತ್ ಮಂತ್ರಿ ഊർജ്ജവകുപ്പ് മന്ത്രി ഊര്ജ്ജം gravitation gravitational attraction gravitational force electrical energy electricity ശക്തി ऊर्जामंत्री ऊर्जामन्त्री मोब्लिब சக்தி بِجلی విద్యుత్తు ઊર્જામંત્રી বিদ্যুৎ শক্তিমন্ত্রী ವಿದ್ಯುತ್ शक्ती শক্তি శక్తి ಶಕ್ತಿ आन्तरिक शक्ति इसिङारि गोहो یاداشت अंतर्राष्ट्रीय ऊर्जा एजेंसी शक्ति आंतरराष्ट्रीय अणुऊर्जा संस्था आंतर्राष्ट्रीय उर्जा एजेंसी sakti shakti भान मोहिनीविद्या प्रतिकारक तांक प्रतिक्षमता எதிர்ப்புசக்தி சமயோகிதபுத்தி أنٛدروٗنی طاقت بین الاقوٲمی توانٲیی اٮ۪جَنسی நினைவாற்றல் రోగనిరోధకశక్తి వశపరచుకొనుట ఆంతరిక శక్తి జ్ఞాపకశక్తి ಅಂತರಾಷ್ಟ್ರೀಯ ವಿದ್ಯುತ್ ಸಂಸ್ಥೆ આંતરરાષ્ટ્રીય ઉર્જા એજન્સી આંતરિક શક્તિ साबुद्द सुधबुध स्मरणशक्त स्मरण शक्ति स्मरण शक्ति स्मरणशक्तिः स्मरणशक्ती हरखाब सानथाय होबथानाय गोहो স্মৃতিশক্তি স্মরণশক্তি Folder Page Word/Phrase Person Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP