ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି
Ex. ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ
HYPONYMY:
ତରଙ୍ଗ ଶାସ୍ତ୍ରୀୟ ସଙ୍ଗୀତ ଅଧାନା ଲୋକ ସଙ୍ଗୀତ ଜାଜ୍ ସଙ୍ଗୀତ ପପ୍ ସଙ୍ଗୀତ
ONTOLOGY:
कला (Art) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benসঙ্গীত
gujસંગીત
hinसंगीत
kanಸಂಗೀತ
kasموسیٖٖقی
kokसंगीत
malസംഗീതം
marसंगीत
mniꯏꯁꯩ
nepसङ्गीत
panਸੰਗੀਤ
sanसङ्गीतम्
tamசங்கீதம்
telసంగీతం
urdموسیقی , سنگیت
ଆନନ୍ଦଦାୟକ ଧ୍ୱନି
Ex. ହିମାଳୟ ଉପତ୍ୟକାରେ ମଳୟ ସଙ୍ଗୀତ ହୃଦୟକୁ ଛୁଇଁ ଯାଏ
ONTOLOGY:
कला (Art) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benসংগীত
kasموسیقی
mniꯁꯍꯨꯝ
sanकलध्वनिः
telసంగీతం