Dictionaries | References

ସମୟ

   
Script: Odia

ସମୟ

ori.wordnet.indo | Oriya  Oriya |   | 
 noun  ମିନିଟ୍‌, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ   Ex. ସମୟ କାହାରିକୁ ଅପେକ୍ଷା କରେ ନାହିଁ / ଆପଣ କେଉଁ ଯୁଗର କଥା କହୁଛନ୍ତି / ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ / ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
HYPONYMY:
ଉତ୍ସବ ପ୍ରହର ଜନ୍ମ ସମୟ ଗୋଧୂଳିବେଳା ମହଲତ ଆସନ୍ତାକାଲି ଅତୀତ ପୂର୍ବାହ୍ନ ମଝି ଫୁରସତ୍‌ ରାତି ମୃତ୍ୟୁ ନିର୍ଦ୍ଦିଷ୍ଟ କାଳ ଡେରି ବର୍ତ୍ତମାନ କାଳ ଅନୁମତି ଅବସର ଆୟୁ ସକାଳ ଋତୁ ବାଲ୍ୟବସ୍ଥା ଅଳ୍ପ ସମୟ କ୍ଷଣ ଖରା ଘଡ଼ି ଅନୁପଯୁକ୍ତ ସମୟ କ୍ଷଣେ ଭିତରେ ଦିପହର ବର୍ଷାକାଳ ନକ୍ଷତ୍ର ବ୍ରାହ୍ମମୁହୂର୍ତ୍ତ ତାଳ ମାତ୍ରା ମୁହୂର୍ତ୍ତ ତ୍ରିସଂଧ୍ୟା ସଂଧ୍ୟା ଶୀତ ଋତୁ ଖରାପଦିନ ପାଳି ଯୁଗାନ୍ତର ବିପଦ କାଳ ବିଷୁବ ଥର ସଂକ୍ରାନ୍ତି ଦିନ ସୂର୍ଯ୍ୟାସ୍ତ ସୂର୍ଯ୍ୟୋଦୟ ସୁଦିନ ବକତ ଦୀର୍ଘକାଳ ଅକାଳ ଅନଦ୍ୟତନ ଅନଦ୍ୟତନଭବିଷ୍ୟତ ପୂର୍ବ- ଅନଦ୍ୟତନ ଯୁଗସନ୍ଧି ଶସ୍ତା ମନ୍ୱନ୍ତର ବିଷୁବବର୍ଷ ନିକଟ ଅତୀତ ପ୍ରତ୍ୟୁଷ ସମୟ ତ୍ରିକାଳ ମଧ୍ୟ-କାଳ ଅୟନ କାଳ ଅୟନାନ୍ତ ପ୍ରାଚୀନ କାଳ ମୋଗଲ କାଳ ଅୟନସଂକ୍ରମ ଅଧ୍ୟାୟ ଅହର୍ଗଣ ଅର୍ଦ୍ଧମାତ୍ରା ଅବକାଶ ବିପଦ ସମୟ ପ୍ରଚୁର ଖାଦ୍ୟଶସ୍ୟ ସୁଭିକ୍ଷ ଅବରୋହ ଅନ୍ତର୍ଦ୍ଦଶା ଆବାତୀ ଇଦ୍ଦତ ଉକ୍ଥ ପ୍ରସୂତିକାଳ ଯୋଗ ଚତୁର୍ମାସ୍ୟା
ONTOLOGY:
समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାଳ ଯୁଗ ଦିନ ବେଳା ଅବସର
Wordnet:
asmসময়
bdसम
benসময়
gujસમય
hinसमय
kanಸಮಯ
kasوَقت
malസമയം
marकाळ
mniꯃꯇꯝ
nepसमय
panਸਮਾਂ
tamநேரம்
telసమయము
urdوقت , زمانہ , عرصہ , دور , دوران
 noun  ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ   Ex. ତାଙ୍କର ଏମାସପରେ ଭଲ ସମୟ ଆସିବ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାଳ ଟାଇମ
Wordnet:
benসময়
hinसमय
kasوَقت
urdوقت , ٹائم
 noun  କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା   Ex. ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁ/ମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ବେଳ
Wordnet:
gujસમય
urdوقت , مدت , زمانہ , عرصہ
 noun  ଏକ ବିଶେଷ ସମୟରେ କୌଣସି ବ୍ୟକ୍ତିର ଅନୁଭବ   Ex. ବିଗତ ସମୟକୁ ଆଧାର କରି ମୁଁ କହିପାରେ ଯେ ଦୁନିଆଁ ସ୍ୱାର୍ଥପର
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାଳ
Wordnet:
urdوقت , زمانہ
 noun  ଇତିହାସରେ କମ ବା ଅଧିକ ନିର୍ଦ୍ଦିଷ୍ଟ ସମୟସୀମା   Ex. ଆକବରଙ୍କ ସମୟରେ ପ୍ରଜାମାନେ ସୁଖୀ ଥିଲେ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାଳ
Wordnet:
urdعہد , زمانہ , وقت
 noun  ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ   Ex. ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
asmসময়
benসময়
gujસમય
kasوَقت , وَق , دۄہ , ؤری
sanसमयः
urdوقت , گھڑی , زمانہ , مدت
 noun  ଏକ ଅନିଶ୍ଚିତ କାଳ   Ex. ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
କାଳ ବେଳ
Wordnet:
benসময়
gujસમય
urdزمانہ , وقت
   See : ମହଲତ, ଅବସର, ଦିନ, ଦିନ, ବକତ, ଋତୁ, ବେଳ, ଯୁଗ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP