Dictionaries | References

ସାମ

   
Script: Odia

ସାମ

ori.wordnet.indo | Oriya  Oriya |   | 
 noun  ପୁରାତତ୍ତ୍ୱ ଅନୁସାରେ ପ୍ରାଚୀନ ସାମ ନାମକ ଭୂଭାଗର ନିବାସୀ   Ex. ଆରବ, ଇବ୍ରାନୀ ଏସୀରିୟା (ବା ଅସୁରିୟା) ଓ ଫିନୀଶିୟା ତଥା ବେବିଲୋନର ଲୋକେ ସାମର ଅନ୍ତର୍ଗତ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
Wordnet:
hinसाम
malസാം
marसाम
urdسام , سامی
 noun  ଭାରତୀୟ ଆର୍ଯ୍ୟମାନଙ୍କ ଏକ ପ୍ରକାର ବେଦମନ୍ତ୍ର   Ex. ପ୍ରାଚୀନ କାଳରେ ଯଜ୍ଞ ଆଦି ସମୟରେ ସାମ ଗାନ କରାଯାଉଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
benসাম
kasسام
kokसाम
malസാമ വേദ
sanसामन्
urdسام
 noun  ପ୍ରାଚୀନ ଭାରତୀୟ ରାଜନୀତିରେ ଚାରି ପ୍ରକାର ଉପାୟ ମଧ୍ୟରୁ ପ୍ରଥମ ଉପାୟ   Ex. ଶତ୍ରୁ ବା ବିରୋଧୀ ସହ ମିଠାମିଠା କଥା କହି ସନ୍ତୁଷ୍ଟ କରି ପ୍ରଯତ୍ନ ସହ ନିଜ ସପକ୍ଷରେ ନେବା ବିଷୟ ସାମରେ ବର୍ଣ୍ଣିତ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
panਸਾਮ
 noun  ପୁରାତତ୍ତ୍ୱ କ୍ଷେତ୍ରରେ ଦକ୍ଷିଣ-ପଶ୍ଚିମ ଏସିଆ ଏବଂ ଉତ୍ତର ପୂର୍ବ ଆଫ୍ରିକାର ଯେଉଁ ସାମୁହିକ କ୍ଷେତ୍ରର ଅନ୍ତର୍ଗତ ଆରବ, ଏସିରିୟା (ବା ଅସୁରିୟା), ଫିନିଶିଆ, ବେବିଲୋନ ଆଦି ପ୍ରଦେଶ ଥାଏ   Ex. ସାମର ପ୍ରାଚୀନ ନିବାସୀ ଗୋଟିଏ ବିଶିଷ୍ଟ ଜାତି ଥିଲେ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
gujસામ
sanसामक्षेत्रम्

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP