ବୈବସ୍ବତ ମନୁଙ୍କ ଦ୍ବିତୀୟ ପତ୍ନୀ
Ex. ପୁରାଣମାନଙ୍କରେ ଇଡାଙ୍କ ବର୍ଣ୍ଣନା ମିଳେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benইরা
gujઇડા
kasاِڈا
marइडा
sanइडा
urdاِیڑا
ଦକ୍ଷଙ୍କର ଜଣେ କନ୍ୟା
Ex. କଶ୍ୟପ ଋଷିଙ୍କ ସହିତ ଇଡାଙ୍କ ବିବାହ ହୋଇଥିଲା
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଆକାଶର ଅଧିଷ୍ଠାତ୍ରୀ ଦେବୀ
Ex. ଧର୍ମଗ୍ରନ୍ଥମାନଙ୍କରେ ଇଡାଙ୍କ ଉଲ୍ଲେଖ ମିଳେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯଜ୍ଞରେ ଦିଆଯାଉଥିବା ଗୋଟିଏ ବିଶେଷ ପ୍ରକାରର ଆହୁତି
Ex. ପ୍ରୟାଜା ଏବଂ ଅନୁୟାଜାଙ୍କ ମଝିରେ ଇଡା ଦିଆଯାଏ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଗୋଟିଏ ଯଜ୍ଞପାତ୍ର
Ex. ପଣ୍ଡିତ ମହାଶୟ ଇଡାରେ ଆହୁତି ଦେବାକୁ ଯଜମାନଙ୍କୁ କହିଲେ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)