କୌଣସି ବାଦ୍ୟଯନ୍ତ୍ରରେ ଲାଗିଥିବା ଧାତୁର ବହୁତ ପତଳାଚାଦର ଯାହା ବାଦକ ବଜାଇବାକ୍ଷଣି ଜୋରରେ ଥରିଥାଏ ଓ ଏଥିରୁ ଧ୍ବନି ସୃଷ୍ଟି ହୁଏ
Ex. ଅକର୍ଡିୟନରେ କମ୍ପକ ଲାଗିଥାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benকম্পক
gujકંપિકા
hinकंपिका
sanकम्पिका
ଗୋଟିଏ ଯାନ୍ତ୍ରିକ ଉପକରଣ ଯାହା କମ୍ପନ ଉତ୍ପନ୍ନ କରେ ବା କମ୍ପିତ ହୋଇଥାଏ
Ex. କେତେକ ବାଦ୍ୟଯନ୍ତ୍ରରେ କମ୍ପକ ଲାଗିଥାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
gujકંપક
hinकंपित्र
sanकम्पित्रम्