ପ୍ରାଚୀନ କାଳର ଯୁଦ୍ଧରେ କୌଣସି ବ୍ୟକ୍ତି ବା ଜିନିଷର ରକ୍ଷାନିମନ୍ତେ କରାଯାଉଥିବା ଏକ ପ୍ରକାର ବ୍ୟୂହ
Ex. ମହାଭାରତ ଯୁଦ୍ଧରେ ଅଭିମନ୍ୟୁଙ୍କୁ କପଟରେ ଚକ୍ରବ୍ୟୂହରେ ମରାଯାଇଥିଲା
ONTOLOGY:
कला (Art) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benচক্রব্যুহ
gujચક્રવ્યૂહ
hinचक्रव्यूह
kanಚಕ್ರವ್ಯೂಹ
kasچکرٕویوٗ
malചക്രവ്യൂഹം
marचक्रव्यूह
sanचक्रव्यूहम्
tamசக்கர வியூகம்
telచక్రవ్యూహం
urdچکرویو
ଶତ୍ରୁର ଚାରି ପଟରୁ ଘେରି କରାଯାଉଥିବା ଆକ୍ରମଣ
Ex. ଅଭିମନ୍ୟୁ ଚକ୍ରବ୍ୟୂହରେ ମଲା
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
kasژۄپٲرۍ حَملہٕ
sanआसारः
urdآثار