Dictionaries | References

ଥର

   
Script: Odia

ଥର     

ori.wordnet.indo | Oriya  Oriya
noun  ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ   Ex. ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
ONTOLOGY:
माप (Measurement)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ମୁଥ କିସ୍ତି
Wordnet:
gujઘાણ
hinघान
malഉരല്/ രമുറം/ ചട്ടി
urdگھانی
noun  ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ   Ex. ମୁଁ ତାକୁ କେତେଥର ଫୋନ କରିଛି/ ମହାବୀର ସକାଳୁ ତିନିଥର ଖାଇଲାଣି
ONTOLOGY:
अवधि (Period)समय (Time)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
benবার
gujવાર
hinबार
kanಸಾರಿ
kasلَٹہِ
kokफावट
malപ്രാവശ്യം
mniꯍꯟꯅ
panਵਾਰ
telచాలాసార్లు
urdبار , دفہ , مرتبہ
noun  ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା   Ex. ପୋଲିସ ଚାରିଥର ଗୋଳି ଚଳାଇଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ରାଉଣ୍ଡ୍
Wordnet:
asmজাই
benরাউণ্ড
kasپَٹہٕ
malറൌണ്‍ഡ്
mniꯔꯥꯎꯅ
telరౌండ్లు
urdچکر , راؤنڈ
See : କମ୍ପନ, କମ୍ପନ, ଖେପ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP