Dictionaries | References

ଦୀପଦାନ

   
Script: Odia

ଦୀପଦାନ

ori.wordnet.indo | Oriya  Oriya |   | 
 noun  ଦେବତାଙ୍କ ଆଗରେ ଦୀପ ଜଳାଇବା କ୍ରିୟା   Ex. ମା ପ୍ରତିଦିନ ସକାଳ ସନ୍ଧ୍ୟାରେ ଦୀପଦାନ କରନ୍ତି
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ମୁମୂର୍ଷୁ ବ୍ୟକ୍ତିଦ୍ୱାରା ଅଟାରେ ଜଳୁଥିବା ଦୀପ ଦାନ ବା ସଂକଳ୍ପ କରାଇବା ପ୍ରକ୍ରିୟା   Ex. ସେ ଦୀପଦାନ କଲେ
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ଲୋକର ମୃତ୍ୟୁ ପରେ ତା ପରିବାର ବର୍ଗଙ୍କ ତରଫରୁ ଓସ୍ତ ଗଛ ମୂଳରେ ଦଶ ଦିନ ପର୍ଯ୍ୟନ୍ତ ଦୀପ ଜଳାଯାଉଥିବା କ୍ରିୟା   Ex. ମୃତ ବ୍ୟକ୍ତିର ଆତ୍ମାକୁ ଯମଦ୍ୱାର ପର୍ଯ୍ୟନ୍ତ ପହଞ୍ଚେଇବା ବାଟକୁ ଆଲୋକିତ କରିବାପାଇଁ ଦୀପଦାନ କରାଯାଇଥାଏ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
 noun  ପ୍ରଜ୍ୱଳିତ ଦୀପରେ କୌଣସି ଦେବତାଙ୍କୁ ପୂଜାକରି ତାକୁ ଜଳରେ ଭସେଇଦେବାର ପ୍ରକ୍ରିୟା   Ex. କାର୍ତ୍ତିକ ମାସରେ ଆମ୍ଭେମାନେ ଦୀପଦାନ କରୁଥିଲୁ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
tamதீபம் ஏற்றுதல்
urdدیپ دان , چراغ عطیہ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP