Dictionaries | References ସ ସନ୍ୟାସ Script: Odia Meaning Related Words ସନ୍ୟାସ ori.wordnet.indo | Oriya Oriya Rate this meaning Thank you! 👍 noun ହିନ୍ଦୁମାନଙ୍କର ଚାରି ଆଶ୍ରମ ମଧ୍ୟରୁ ଶେଷଟି ଯେଉଁଥିରେ ତ୍ୟାଗୀ ଓ ବିରାଗୀ ହୋଇ ସବୁ କାମ ନିଷ୍କାମ ଭାବେ କରାଯାଏ Ex. ପ୍ରାଚୀନ କାଳରେ ଲୋକେ ବାନପ୍ରସ୍ଥପରେ ନିଜର ସବୁ ଦାୟିତ୍ୱ ପିଲାମାନଙ୍କ ଉପରେ ଛାଡ଼ିଦେଇ ସନ୍ୟାସ ଗ୍ରହଣ କରୁଥିଲେ HYPONYMY:ଆତୁର ସନ୍ୟାସ ONTOLOGY:अवस्था (State) ➜ संज्ञा (Noun) SYNONYM:ସନ୍ୟାସାଶ୍ରମWordnet:asmসন্যাস benসন্ন্যাস gujસંન્યાસ hinसंन्यास kanಸನ್ಯಾಸ kokसंन्यास malസന്യാസം marसंन्यास panਸਨਿਆਸ sanसन्यासाश्रमः tamதுறவறம் telసన్యాసి urdتارک الدنیا noun କିଛି ଖେଳ ଆଦିରେ ବା କୌଣସି କର୍ମରେ ସବୁ ସମୟରେ ଦୂରେଇ ଯିବାର କ୍ରିୟା Ex. ହୋଇପାରେ ସଚିନ୍ ବିଶ୍ବକପ୍ ପରେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benঅবসর নেওয়া gujસંન્યાસ kanನಿವೃತ್ತಿ kasریٹایَرمینٛٹ نٕنۍ sanनिवृत्तिः Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP