Dictionaries | References

ସିଂହଳୀ

   
Script: Odia

ସିଂହଳୀ

ori.wordnet.indo | Oriya  Oriya |   | 
 noun  ସିଂହଳ ଦ୍ୱୀପର ନିବାସୀ   Ex. ସିଁହଳୀ ଏବଂ ତାମିଲ ଦୁହେଁ ହିଁ ଶ୍ରୀଲଙ୍କା ସମସ୍ୟାର ଶିଘ୍ର ସମାଧାନ ନିମନ୍ତେ ଇଚ୍ଛୁକ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
 noun  ସିଂହଳ ଦ୍ୱୀପର ଭାଷା   Ex. ଶ୍ରୀଲଙ୍କାରେ ସିଂହଳୀ ତଥା ତାମିଲ ଦୁଇଟି ଯାକ ଭାଷା ହିଁ କୁହାଯାଏ
ONTOLOGY:
भाषा (Language)विषय ज्ञान (Logos)संज्ञा (Noun)
Wordnet:
mniꯁꯤꯡꯍꯜꯒꯤ꯭ꯂꯣꯟ
 adjective  ସିଂହଳ ଦ୍ୱୀପର ବା ସିଂହଳ ଦ୍ୱୀପ ସହିତ ସଂବନ୍ଧିତ   Ex. ସିଂହଳୀ ସମସ୍ୟା ଦେଶର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି
ONTOLOGY:
संबंधसूचक (Relational)विशेषण (Adjective)
 adjective  ସିଂହଳ ଦ୍ୱୀପରେ ରହୁଥିବା ବ୍ୟକ୍ତି   Ex. ବୋମା ବିସ୍ଫୋଟରେ କେତେକ ସିଂହଳୀ ସିପାହୀ ମରିଗଲେ
 adjective  ସିଂହଳୀ ଭାଷା ସଂବନ୍ଧୀ ବା ସିଂହଳୀ ଭାଷାର   Ex. ମୁଁ ସିଂହଳୀ ସାହିତ୍ୟ ପଢ଼ିବାରେ ରୁଚି ରଖେ
Wordnet:
mniꯁꯤꯡꯍꯜ꯭ꯂꯣꯟꯒꯤ
 noun  ଯେଉଁ ଲିପିରେ ପାଲି, ସିଂହଳୀ ଆଦି ଭାଷାଗୁଡ଼ିକ ଲେଖାଯାଏ   Ex. ସେ ସିଂହଳୀରେ ଲେଖା ଶବ୍ଦଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରୁଛି
ONTOLOGY:
संज्ञापन (Communication)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP