ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
Ex. ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
HOLO MEMBER COLLECTION:
ଘୋଡ଼ାଶାଳ ଅଶ୍ୱାରୋହୀ ଫିଲ୍ଡ଼
HYPONYMY:
ତଟୁ କୁଲ୍ଲା ହୟବର ଘୋଡ଼ୀ ଖଞ୍ଜନ ସୁନାହୀ ସଜ୍ଜିତ ଘୋଡ଼ା ଆରବୀ ଘୋଡ଼ା ଟଙ୍କଣ ଘୋଡ଼ା ଉଚ୍ଚୈଃଶ୍ରବା ଅଶ୍ୱ ଧୂମକେତୁ ଘୋଡ଼ା ତୁର୍କି ଘୋଡ଼ା କଚ୍ଛୀ ଘୋଡ଼ା ବଲାହ ଘୋଡ଼ା ଅଖ୍ତାବର ଘୋଡ଼ା ଅଘାଶ୍ୱ ଧଳାଘୋଡା ନାରଫିକ୍ ଘୋଡ଼ା ନାଲିଘୋଡ଼ା କୁରଡ଼ା ଘୋଡ଼ା ବଛେଡ଼ା କଞ୍ଜଇ ଘୋଡ଼ା ସଗଜୁବାନ ତ୍ରିସରୀ ଘୋଡ଼ା ଲମ୍ବାଗୋଡ଼ିଆ ଘୋଡ଼ା ଗନ୍ଦାବଗଲ ସାବଁକରଣ ଚପଦସ୍ତ ଘୋଡ଼ା ହାଲକ ସିନ୍ଧୀ ଘୋଡ଼ା ପଞ୍ଚକଲ୍ୟାଣ ସୁଲେମାନୀ ବାଦାମୀ ଘୋଡ଼ା ଦାନବଜ୍ର ଖୁରାଫଟା ଘୋଡ଼ା ପାଞ୍ଚବର୍ଷିଆ ଘୋଡ଼ା ଅବରସ ଘୋଡ଼ା କଳାଧଳା ଘୋଡ଼ା ଶ୍ୟାମକର୍ଣ୍ଣ ଘୋଡ଼ା ବୋତଘୋଡ଼ା ନିହାଲଲୋଚନ ଘୋଡ଼ା ରଥଟଣା ଘୋଡ଼ା ମୁଶ୍କୀ ହାଁସଲ ଚଢ଼ିବା ଘୋଡ଼ା ମାରବାଡ଼ୀ ପୋନୀ ମସଟଙ୍ଗ ବୀରଭଦ୍ର ଘୋଡ଼ା ବୃଷଣାଶ୍ୱ ଅରଜଲ ବଳାହକ ଆଜାନେୟ ନଟଖଟିଆ ଘୋଡା ବାହ୍ଲିକ ଘୋଡା
MERO COMPONENT OBJECT:
ଟାପୁ
ONTOLOGY:
स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
ଅଶ୍ୱ ତୁରଙ୍ଗ ତୁରଗ ହୟ ଘୋଟକ
Wordnet:
asmঘোৰা
benঘোড়া
gujઘોડો
hinघोड़ा
kanಕುದುರೆ
kokघोडो
malകുതിര
marघोडा
mniꯁꯒꯣꯜ
nepघोडा
panਘੋੜਾ
tamகுதிரை
telగుర్రం
urdگھوڑا , اسپ
ଶତରଞ୍ଜ ଖେଳର ଜଣେ ଆଗୁଆ ସୈନିକ
Ex. ତାହାର ଗୋଟିଏ ଘୋଡ଼ା ମରିଗଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
bdगराइ
mniꯁꯒꯣꯜ
telగుర్రం
urdگھوڑا
ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
Ex. ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
bdजांख्ला गोनां टुल
benঘরাঞ্চি
kasٹوٗل
malമരക്കുതിര
sanसोपानम्
tamமரக்குதிரை
ଅଣ୍ଡିରା ଘୋଡ଼ା
Ex. ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
ONTOLOGY:
स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
SYNONYM:
ଅଶ୍ୱ ଘୋଟକ ତୁରଙ୍ଗ ହୟ
Wordnet:
asmঘোঁৰা
bdबुन्दा गराइ
gujઘોડો
kasگُر
malകുതിര
mniꯁꯒꯣꯜ꯭ꯂꯥꯕ
nepघोडा
sanअश्वः
tamஆண்குதிரை