କତିଲେ ଜାତିର ଗୋଟିଏ ବୃକ୍ଷ ଯାହାର ମଞ୍ଜିକୁ ଭାଜି ଖିଆଯାଏ
Ex. ଜଙ୍ଗଲୀ ବାଦାମର ମଞ୍ଜିକୁ ସିଝାଇ ତେଲ ମଧ୍ୟ ବାହାର କରାଯାଏ
ONTOLOGY:
वृक्ष (Tree) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)
Wordnet:
benজংলী বাদাম
gujજંગલી બદામ
hinजंगली बादाम
urdجنگلی بادم
ହରିଡ଼ା ପ୍ରଜାତିର ଗୋଟିଏ ଗଛ ଯାହାର ମଞ୍ଜିରୁ ତେଲ ବାହାର କରାଯାଏ
Ex. ଚମଡ଼ା ସିଝାଇବା ନିମନ୍ତେ ଜଙ୍ଗଲୀ ବାଦାମର ଛେଲିକୁ ବ୍ୟବହାର କରାଯାଏ
ONTOLOGY:
वृक्ष (Tree) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)